Masthead

ଅଜି ଶେଷ ତଥା ପଞ୍ଚମ ଟେଷ୍ଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ । ଗୁରୁବାର ସକାଳେ ଭାରତୀୟ‌ ଖେଳାଳିମା‌େନ ଦେଇଥିବା ଆରଟି-ପିସିଆର୍‌ ଟେଷ୍ଟ୍‌ ନେଗେଟିଭ୍ ଆସିବାରୁ ମ୍ୟାଚ୍‌ ଯଥାରୀତି‌ ଖେଳାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି । ଭାରତୀୟ ଦଳର ଆଉ ଜଣେ ସହକାରୀ ସଦସ୍ୟ କୋଭିଡ୍‌ ପଜିଟିଭ ବାହାରିବାରୁ ଏଭଳି ପ୍ରଶ୍ନବାଚୀ ଲାଗିଥିଲା । ଭାରତୀୟ ଦଳ ମଧ୍ୟ ଗୁରୁବାର ଅଭ୍ୟାସ ନକରି ହୋଟେଲ୍ ଭିତରେ ରହିଥିଲେ ।

ଭାରତୀୟ ଦଳର କୌଣସି ଖେଳାଳି ସଂକ୍ରମିତ ହୋଇନଥିଲେ ମଧ୍ୟ ସହକାରୀ ଫିଜିଓ ଯୋଗେଶ ପାର୍ମରଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ପାର୍ମର ବୁଧବାର ଏକାଧିକ ଭାରତୀୟ ଖେଳାଳିଙ୍କ ଚିକିତ୍ସା କରିଥିଲେ । ରୋହିତ ଶର୍ମା, ରବୀନ୍ଦ୍ର ଜାଦେଜାଙ୍କ ଆଣ୍ଠୁ ଏବଂ ‌ଚେତେଶ୍ବର ପୂଜାରାଙ୍କ ଗୋଇଠି ସମସ୍ୟା ସହିତ ଚତୁର୍ଥ ଟେଷ୍ଟ୍ ଖେଳିନଥିବା ମହମ୍ମଦ ସାମି ଏବଂ ଈଶାନ୍ତ ଶର୍ମାଙ୍କୁ ସେ ଚିକିତ୍ସା କରିଥିଲେ । ସମସ୍ତ ଖେଳାଳିଙ୍କୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ‌ହୋଟେଲ୍ ରୁମ୍‌ରେ ଆବଦ୍ଧ ରହିବାକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ