Masthead

ପ୍ରମୋଦ ଭଗତ ବିଶ୍ୱପାଇଁ ପ୍ରେରଣା ଉତ୍ସ: ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତକୁ ଭେଟିଛନ୍ତି କ୍ରିକେଟର ସଚିନ ତେନ୍ତୁଲକର । ଗତ ବୁଧବାର ସେ ତାଙ୍କୁ ଭେଟିବା ପରେ ପ୍ରମୋଦଙ୍କ ସଫଳତା ପାଇଁ ଅନେକ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ପ୍ରମୋଦଙ୍କ ସଫଳତା ସାରା ବିଶ୍ୱ ପାଇଁ ପ୍ରେରଣା ଉତ୍ସ । ତେବେ ମାଷ୍ଟର ବ୍ଲାଷ୍ଟରଙ୍କୁ ଭେଟିବା ପରେ ପ୍ରମୋଦ ବେଶ୍ ଖୁସି ଅଛନ୍ତି ।

ଗତ ଶନିବାର ଟୋକିଓ ପାରାଲିମ୍ପିକ୍ସ ଗେମରେ ପୁରୁଷ ଏକକ ଏସଏଲ୩ ଇଭେଣ୍ଟରେ ଗ୍ରେଟ ବ୍ରିଟେନର ଡାନିୟଲ ବେଥେଲଙ୍କୁ ୨୧-୧୪-୨୧-୧୭ ରେ ପରାସ୍ତ କରିଥିଲେ ପ୍ରମୋଦ । ତେବେ ପାରାଲିମ୍ପିକ୍ସରେ  ପ୍ରମୋଦ ଭାରତ ପାଇଁ ବ୍ୟାଡମିଣ୍ଟନରେ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିଲେ । ସେ କହିଥିଲେ ଯେ,ଆଜି ମୋର ପିଲାଦିନର ସ୍ୱପ୍ନ ପୂରଣ ହୋଇଛି । ମୁଁ ଏହି ପଦକକୁ ମୋର ପିତାମାତାଙ୍କୁ ଉତ୍ସର୍ଗ କରୁଛି । ମୁଁ ସମସ୍ତ ଭାରତୀୟଙ୍କୁ କୃତଜ୍ଞ ଜଣାଉଛି । ଯେଉଁମାନେ ମୋର ଦକ୍ଷତାକୁ ସମର୍ଥନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା