Masthead

ଖାଇଗଲେ ପାଇଖାନା

ଭଦ୍ରକ(ବଡ଼ ଖବର ବ୍ୟୁରୋ):ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୁଡ଼ାମୁଣି ଓ ବିନୋବାଭାବେ ନଗର ପଞ୍ଚାୟତର ଏକାଧିକ ଲୋକଙ୍କ ନାମରେ ସ୍ୱଚ୍ଛଭାରତ ମିଶନରେ ପାଇଖାନା ନିମାଣ ପାଇଁ ଟଙ୍କା ଉଠିଛି ହେଲେ ହିତାଧିକାରୀ ପାଇଖାନା ପାଇନଥିବା ଅଭିଯୋଗ ହୋଇଛି । ବାସୁଦେବପୁର ବ୍ଲକର ୨୧ହଜାର ପାଞ୍ଚସହ ୬ଜଣଙ୍କ ନାଁରେ ପାଇଖାନା ପାଇଁ ବିଲ ହୋଇଛି । ଚୁଡାମୁଣି ପଞ୍ଚକ୍ଷୟତରେ ଏକ ହଜାର ୯୬ଜଣ ହିତାଧିକାରୀ ପାଇଖାନା ପାଇଥିବା ନେଇ ବିଲ ହୋଇଛି ।

ଏଥିରେ ପ୍ରାୟତଃ ଦୁଇଶହ ଟି ଫଲସ ବିଲ ହୋଇଥିବା ଅଭିଯୋଗ ହୋଇଛି ।ସେହିପରି ବିନୋଭାବେନଗର ପଂଚାୟତ ରେ ଶହ ଶହ ପାଇଖାନା ବିଲ ଫଲସ ହୋଇଛି ବୋଲି ଅଭିଯୋଗ ହୋଇଛି । ଏସଂପର୍କ ରେ ବିଡ଼ିଓ ପ୍ରତିକ୍ରିୟା ଦେବାକୁ ମନାକରି ଦେଇଛନ୍ତି । କିଛି ଅସାଧୁ କମଚାରୀଙ୍କ ପାଇଁ ଏକାଧିକ ହିତାଧିକାରି ଯୋଜନା ରୁ ବଞ୍ଚିତ ହେଉଛନ୍ତି । ସିଂକ ଭାବେ ନଦନ୍ତ କରାଗଲେ ସତ୍ୟ ପଦାକୁ ଆସନ୍ତା ବୋଲି ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼