Masthead

ବନବାସୀଙ୍କ ଘର ପୋଡ଼ିଲେ ଦୁର୍ବୃତ୍ତ

କୋକସରା, (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ସର୍ଗିଗୁଡା-ଦାବରିଗୁଡା ସାହାଜଖୋଲ ଜଙ୍ଗଲରେ ଘଟିଛି ଅଭାବନୀୟ ଘଟଣା । ପୋଲକା ଜଙ୍ଗଲରେ ରହୁଥିବା ୫ ବନବାସୀଙ୍କ ଘରକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ପୋଡି ଦେଇଥିବା ଆମପାଣି ଥାନାରେ ଅଭିଯୋଗ ହୋଇଛି । ଦୀର୍ଘ ୫ବର୍ଷ ହେବ ସେମାନେ ସେହି ସ୍ଥାନରେ ରହିଆସୁଥିଲେ । ବିଭିନ୍ନ ଚାଷ କରି ସେମାନେ ପରିବାର ଚଳାଉଥିଲେ । ଦୁଃଖର କଥା ସର୍ବସ୍ୱାନ୍ତ ୫ ପରିବାର ଖୋଲା ଆକାଶତଳେ ପଡିରହିଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗୀ ସୂଚନା ଦେଇଛନ୍ତି । ଅନ୍ୟପଟେ ବନବିଭାଗର ନିର୍ଦ୍ଦେଶରେ ଜଙ୍ଗଲ ସୁରକ୍ଷା କମିଟି ଘର ପୋଡିଥିବା ଲୋକେ ସନ୍ଦେହ କରୁଥିବା ବେଳେ, ଜଙ୍ଗଲ ସୁରକ୍ଷା କମିଟିର ସଭାପତି ସିଧାସଳଖ ଖଣ୍ଡନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ