Masthead

କେନ୍ଦ୍ରମନ୍ତ୍ରୀଙ୍କ ଚର୍ଚ୍ଚା କଲେ ବିଗ୍ ବି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ‘କୌନ ବନେଗା କରୋଡପତି’ ରେ ଧର୍ମେନ୍ଦ୍ରଙ୍କ ଚର୍ଚ୍ଚା । ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନଲରେ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ର ହୋଷ୍ଟ ଅମିତାଭ ବଚ୍ଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଦେଖାଇ ସେ କେଉଁ ନାମରେ ପରିଚିତ ବୋଲି ପ୍ରଶ୍ନ କରିଥିଲେ । ଯାହାର ଅପସନ ଥିଲା ସ୍ୱଚ୍ଛ ଭାରତ ମ୍ୟାନ, ମନ ଧନ ମ୍ୟାନ, ଜନଧନ ମ୍ୟାନ, ଏବଂ ଉଜ୍ଜଳା ମ୍ୟାନ ।

ଯାହାର ଉତ୍ତର ରଖିଥିଲେ ହିଟ ସିଟ ବିସଥିବା ଅଶ୍ୱିନୀ କୁମାର ସିହ୍ନା ଉଜ୍ଜଳା ମ୍ୟାନ ବୋଲି । ବଚ୍ଚନ ଏହା ସଠିକ ଉତ୍ତର କହିଥିଲେ । ପରେ ତାଙ୍କ ବିଷୟରେ ଚର୍ଚ୍ଚା କରିଥିଲେ । ସେ କହିଥିଲେ ୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସ ମନ୍ତ୍ରୀ ହିସାବରେ ସେ ସଫଳ ଭାବେ କାର୍ଯ୍ୟ ତୁଲାଇ ଥିଲେ । ସାମଜିକ ଗଣମାଧ୍ୟମରେ ଏହି ପ୍ରଶ୍ନ ଆସିବା ପରେ ଧର୍ମେନ୍ଦ୍ର ପ୍ରଧାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ