Masthead

‘ବଡ଼ ଖବର’ ପ୍ରଭାବ, ଟାଟା ହାଜର

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ) ‘ବଡ଼ ଖବର’ର ବଡ଼ ପ୍ରଭାବ। ବିଜୁଳି ପାଇଁ ବୈଠକ। ବିଧାନସଭା କମିଟି ଆଗରେ ହାଜର ହେଲେ ଟାଟା ସିଇଓ । ଆଉ ଟାଟା ବିଦ୍ୟୁତ ଶୁଳ୍କକୁ ନେଇ ଜେରା ହେଲେ । ବୈଠକରେ ପ୍ରଶ୍ନ ଉଠିଲା । କାହିଁକି କରୁଛି ଶୋଷଣ? ମିଳିମିଶି ସବୁ ବିଧାୟକ କଲେ ଷଣ୍ଢୁଆସି ଆକ୍ରମଣ । ଖାଲି ବିଧାୟକ ନୁହେଁ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଉଠାଇଲେ ପ୍ରଶ୍ନ । ବିଜୁଳି ଉପଭକ୍ତାଙ୍କ ଉପରେ ଟାଟା କରୁଥିବା ଜୁଲୁମକୁ ନେଇ ତାଗିଦ କଲେ । ଏପରିକି ଟାଟାର ବିଦ୍ୟୁତ ଶୁଳ୍କ ପୋଲିସି ଉପରେ ତାଗିଦ କଲେ । ଆଉ କେମିତି ହେବ ବିଜୁଳି ବିଲ । ତାକୁ ନେଇ ବାଚସ୍ପତି ପରାମର୍ଶ ମଧ୍ୟ ଦେଲେ । ବିଦ୍ୟୁତ ଶୁଳ୍କ ବୃଦ୍ଧି ରାଜ୍ୟବ୍ୟାପି ଟାଟା ବିରୋଧରେ ଅସନ୍ତୋଷ । ବଡ଼ ଏହାକୁ ନେଇ ଆରମ୍ଭରୁ ଖବର ପ୍ରଶାରଣ ପରେ ଚେଇଁଛନ୍ତି ରାଜ୍ୟ ସରକାର । ଆଜି ଏହାକୁ ନେଇ ଶକ୍ତି ବିଭାଗର ବିଧାନସଭା ଷ୍ଟାଣ୍ଡି କମିଟିରେ ନିଷ୍ପତ୍ତି ହୋଇଛି ।

ସେପଟେ ଶକ୍ତି ବିଭାଗ ବିଧାନସଭା ଷ୍ଟାଣ୍ଡି କମିଟିରେ ନୂଆ ନିଷ୍ପତ୍ତି ମଧ୍ୟ ହୋଇଛି । ବିଦ୍ୟୁତ ବିଲ ଆଦାୟରେ ହେଉଥିବା ଟଙ୍କା ହେରଫେର ଉପରେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ । ଖୁବଶିଘ୍ର ଏସଏଚଜି ଗ୍ରୁପ ଆଦାୟର କରିବେ ବିଦ୍ୟୁତ ଶିଳ୍କ । ଘରକୁ ଘର ବୁଲି ବିଦ୍ୟୁତ ଶିଳ୍କ ଆଦାୟ କରିବେ ଏସଏଚଜି ଗ୍ରୁପ । ଅନ୍ୟପଟେ ଆଗକୁ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ । ସେତିକି ବିଜୁଳି ବ୍ୟବହାର କରିବ ।

ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପି ଅସନ୍ତୋଷ । ଟାଟା, ଉପଭକ୍ତାଙ୍କ ବିରୋଧରେ ଯେଉଁ ଷୋଷଣ ନୀତି ଆପଣଉଛି । ତାର ଗ୍ରାଉଣ୍ଡ ରିପୋର୍ଟ ଦେଖାଇ ଅସୁଥିଲା । ଯାହାକୁ ନେଇ ରାଜ୍ୟ ସରକାର ଆକସନରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ