Masthead

୨୯ ହଜାର ଆରବ ଡଲାର ଋଣରେ ବୁଡ଼ିରହିଛି ଆମେରିକା

ୱାଂସିଟନ(ବଡ଼ ଖବର ବ୍ୟୁରୋ): ବିଶ୍ୱର ବିକଶିତ ରାଷ୍ଟ୍ରମାନଙ୍କ ଲିଷ୍ଟରେ ଆମେରିକାର ନାମ ସବୁଠାରୁ ଆଗରେ ରହିଥାଏ । ହେଲେ ୨୯ ହଜାର ଆରବ ଡଲାର ଋଣରେ ଆମେରିକା ବୁଡ଼ିରହିଥିବାର କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ଦୁଇ ବର୍ଷ ମଧ୍ୟରେ ଆମେରିକାର ଋଣ ଭାର ପୂର୍ବଅପେକ୍ଷା ଅଧିକ ବୃଦ୍ଧି ପାଇଛି ।

ଏନେଇ ଆମେରିକାର ସାଂସଦ ଏଲେକ୍ସ ମୁନି ସୂଚନା ଦେଇଛନ୍ତି । ଅର୍ଥାତ ବର୍ତ୍ତମାନ ଆମେରିକାବାସୀଙ୍କର ମୁଣ୍ଡପିଛା ଋଣ ଅଧିକ ହେବାରେ ଲାଗିଛି । ସେପଟେ ଚୀନ ଓ ଜାପାନ ପାଖରୁ ଆମେରିକା ଅଧିକ ଋଣ ଆଣିଥିବାର ଜଣାପଡ଼ିଛି । କିନ୍ତୁ ଉଭୟ ଦେଶକୁ ଆମେରିକା ନିଜର ଶତ୍ରୁ ବୋଲି ଭାବିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ