Masthead

ମୋଦିଙ୍କ ପ୍ରଶଂସାରେ ଶାହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଭଲ ଶ୍ରୋତା । ପ୍ରତ୍ୟେକ ସମସ୍ୟାକୁ ଶୁଣିବାର କ୍ଷମତା ମୋଦିଙ୍କ ପାଖରେ ରହିଛି । କୌଣସି ସମସ୍ୟାକୁ ନେଇ ହୋଇଥିବା ମୈଠକରେ ମୋଦି ବହୁତ କମ କଥା କୁହନ୍ତି । ଏପରି ମନ୍ତବ୍ୟ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ମୋଦି ପ୍ରଥମେ ସମସ୍ତଙ୍କ କଥା ଶୁଣନ୍ତି ଓ ପରେ ନିଷ୍ପତ୍ତି ନିଅନ୍ତି । ଆମେ ପ୍ରାୟତଃ ଭାବୁ ଏହି କଥାରେ ଏତେ ଭାବିବା କ’ଣ ଅଛି? କିନ୍ତୁ ପ୍ରତ୍ୟେକ ବିଷୟର ଗୁଣବତ୍ତା ଉପରେ ଆଧାର କରି ପ୍ରତ୍ୟେକ ବ୍ୟକ୍ତିଙ୍କ ପରାମର୍ଶକୁ ମୋଦୀ ଗୁରୁତ୍ୱ ଦେଇଥା’ନ୍ତି ।

ତେଣୁ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭାବରେ ସେ ତାଙ୍କ ନିଷ୍ପତ୍ତି ଗ୍ରହଣ କରିବା ଆଦୌ ସତ୍ୟ ନୁହେଁ। ଯିଏ ତାଙ୍କ ସହ କାମ କରିଛି, ସମାଲୋଚକମାନେ ମଧ୍ୟ ଏଥିରେ ସହମତ ହେବେ। ସେ କହିଛନ୍ତି ଯେ ତାଙ୍କ ଆଗରୁ କ୍ୟାବିନେଟ୍ କେବେ ବି ଏଭଳି ଗଣତାନ୍ତ୍ରିକ ଢଙ୍ଗରେ କାର୍ୟ୍ୟ କରିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ