Masthead

ତିନି ଦିନ ରିମାଣ୍ଡରେ ଗଲେ ଆଶିଷ ମିଶ୍ର

ଲଖିମପୁର(ବଡ଼ ଖବର ବ୍ୟୁରୋ): ତିନି ଦିନିଆ ରିମାଣ୍ଡରେ ଗଲେ କେନ୍ଦ୍ର ରାଜ୍ୟମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର । ସିଜେଏମ କୋର୍ଟ ଆଶିଷ ମିଶ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛନ୍ତି । ଏହି ତିନିଦିନିଆ ପୁଲିସ ରିମାଣ୍ଡରେ ଜଣେ ଓକିଲ ଆଶିଷଙ୍କ ସହ ଯାଇପାରିବେ । କିନ୍ତୁ ସେ ଏତେ ଦୂରରେ ରହିବେ ଯେ ସେ ତାଙ୍କ କଥା ଶୁଣି ପାରିବେ ନାହିଁ ବୋଲି ସୂଚନା ମିଳିଛି ।

ଏହା ଛଡ଼ା ତୃତୀୟ ଡଗ୍ରୀ ନିର୍ଯ୍ୟାତନା ପାଇଁ ପୁଲିସକୁ ବାରଣ କରାଯାଇଛି । ସେପଟେ ତଦନ୍ତରେ ସହଯୋଗ ନକରିବା ପାଇଁ ପର୍ଯ୍ୟବେକ୍ଷଣ ସମିତି ୧୪ ଦିନ ରିମାଣ୍ଡ ମାଗିଥିଲେ । କେବଳ ଏତିକି ନୁହେଁ ଅକ୍ଟୋବର ୧୨ରେ ପଚରାଉଚରା ପାଇଁ ପୁଲିସ ଆଶିଷ ମିଶ୍ରଙ୍କୁ ସେମାନଙ୍କ ହେପାଜତକୁ ନେବ ବୋଲି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ