Masthead

ରାଜ୍ୟ ସ୍ଥିତି ଉଦବେଗଜନକ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସଂକ୍ରମଣ କମୁଛି ବଢୁଛି । କିନ୍ତୁ ସ୍ଥିତି ଉଦବେଗଜନକ ନୁହେଁ କି ପଜେଟିଭ୍ ରେଟ ଉଦବେଗଜନକ ନୁହେଁ। କିନ୍ତୁ ଭୁବନେଶ୍ବର ପାଇଁ କେବଳ ଚିନ୍ତା। ଜଣେ ସଂକ୍ରମିତ ହେଲେ ୭ ଦିନ ଲାଗୁଛି ଅନ୍ୟକୁ ସଂକ୍ରମିତ କରିବା ପାଇଁ । ୩ ମାସ ହେଲା ସଂକ୍ରମଣ ତଳ ଉପର ହେଉଛି।

ରାଜ୍ୟର ସବୁ ଜିଲ୍ଳା ଗ୍ରୀନ ଜୋନରେ ଅଛି କେବଳ ଖୋର୍ଦ୍ଧା ରେଡ୍ ଥିଲା ଆଜି ୟେଲୋ ଜୋନ ଅଛି। ମେଡିକାଲ ଆଡମିଶନ କମ୍ ରହିଛି। ଆମେ ତ ସର୍ଭିଲାନ୍ସ କରୁଛୁ ହେଲେ ଲୋକେ କଟକଣା ମାନନ୍ତୁ । ଏବେ ପର୍ଯ୍ୟନ୍ତ ଟିକା ନ ନେଇଥିଲେ ନେଇ ଯାଆନ୍ତୁ। ସବୁବେଳେ ଜଗି ହେବନି ଲୋକ ନିଜେ ସଚେତନ ହେବା ଦରକାର । ଗାଇଡ଼ଲାଇନ ମାନିବା ଦରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼