Masthead

ଅନନ୍ୟାଙ୍କୁ ୪ ଘଣ୍ଟା କାଳ ଜେରା ପରେ ଛାଡିଲା ଏନସିବି

(ବଡ଼ ଖବର ବ୍ୟୁରୋ):  ବଲିଉଡ ଓ ଡ୍ରଗ୍ସ ଲିଙ୍କ ଘଟଣାରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଆଜି ତାଙ୍କୁ ଦ୍ୱିତୀୟ ଦିନ ପାଇଁ ଜେରା କରିଛି ଏନସିବି । ସେ ଆଜି ମଧ୍ୟାହ୍ନରେ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ପହଞ୍ଚିଥିଲେ । ଅନନ୍ୟାଙ୍କୁ ଦୀର୍ଘ ୪ ଘଣ୍ଟା କାଳ ଡ୍ରଗ୍ସ କାରବାର ଲିଙ୍କରେ ଏନସିବି ତାଙ୍କୁ ପଚରାଉଚରା କରିଥିଲା ।

ଏନସିବିର ମୁଖ୍ୟ ସମୀର ୱାଙ୍ଖେଡେ ନିଜେ ତାଙ୍କୁ କ୍ୟାବିନେଟରେ ଜେରା କରିଥିଲେ । ଅଫିସରେ ଅନନ୍ୟାଙ୍କ ସହ ଚଙ୍କି ପାଣ୍ଡେ ଉପସ୍ଥିତ ଥିଲେ । ସେ ଅଫିସରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ କ୍ୟାବିନେଟକୁ ଛଡା ଯାଇଥିଲା । ଅନନ୍ୟାଙ୍କୁ ୪ ଘଣ୍ଡା ଧରି ଜେରା କରାଯାଇଥିଲା । ଶେଷରେ ଅନନ୍ୟା ସନ୍ଧ୍ୟା ପ୍ରାୟ ୬.୩୦ରେ ଉଭୟ ବାପା-ଝିଅ ଏନସିବି ଅଫସିରୁ ବାହାରି ନିଜ ଘରକୁ ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ