Masthead

ଦନ୍ତାହାତୀ ମୃତଦେହ ଉଦ୍ଧାର

(ବଡ଼ ଖବର ବ୍ୟୁରୋ):   ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ଡିହତଇଲାସାହି ନିକଟରୁ ଦନ୍ତାହାତୀର ମୃତ ଦେହ ଉଦ୍ଧାର ହୋଇଛି । ସୂଚନା ଯେ ,ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ମାନେ ବିଦ୍ୟୁତ୍ ତାର ବିଛେଇ ଥିବା ବେଳେ ୧୧କେଭି ବିଦ୍ୟୁତ୍ ସଂର୍ଶ୍ପସରେ ଆସି ଦନ୍ତାହାତୀର ଜୀବନ ଯାଇଛି ।ଶୁକ୍ରବାର ତାଳଚେର ବନାଞ୍ଚଳ ଏକଘରିଆ ଗ୍ରାମ ନିକଟରେ ଖଗେଶ୍ବର ଦେବତା ନାମକ ଜଣେ ବ୍ୟକ୍ତି ପ୍ରାତଃ ଭ୍ରମଣ କରୁ ଥିବା ସମୟରେ ଏହି ହାତୀ ଆକ୍ରମଣ କରି ତାଙ୍କୁ ମାରି ଦେଇଥିବା ସୂଚନା ରହିଛି । ଅନ୍ୟ ପକ୍ଷରେ ଦନ୍ତାହାତୀଟି ମଣିଷ ମାରିବା ପରେ କଣିହାଁ ବନାଞ୍ଚଳ ଜଙ୍ଗଲ ଆଡକୁ ପଳାଇ ଆସିଥିବା ବେଳେ ଦନ୍ତାହାତୀଟିର ମୃତ ଦେହ ଜଙ୍ଗଲରୁ ବନବିଭାଗ ଠାବ କରିଥିବା ଜଣାପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼