Masthead

ଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ୍

ଲମତାପୁଟ (ବଡ଼ ଖବର ବ୍ୟୁରୋ): ଲମତାପୁଟ ବ୍ଲକରୁ ଆରମ୍ଭ ହେଲା ଅପରେସନ ଗ୍ରୀନ କ୍ଲିନ୍ । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି। ଗୋଟିଏ ପଟେ ୨୪ ଘଣ୍ଟିଆ ନାକାବନ୍ଦୀ କରୁଥିବା ବେଳେ ପୁଣି ଆରମ୍ଭ କରିଛି ଅପରେସନ ଗ୍ରୀନକ୍ଳିନ । କୋରାପୁଟ ଜିଲ୍ଲା ଲମତାପୁଟ ସହରରୁ ମାତ୍ର ୫ କିଲୋମିଟର ଦୂର କାଡାମ ଗ୍ରାମ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରୁଛି ପୋଲିସ । ଚଳିତ ବର୍ଷ ଅପରେସନ ଗ୍ରୀନ କ୍ଳିନ ଓଡ଼ିଶାର ପ୍ରଥମେ ଆରମ୍ଭ କରିଛି କୋରାପୁଟ ପୋଲିସ ।

ପୂର୍ବରୁ ବ୍ଲୁ ପ୍ରୀଣ୍ଟ ପ୍ରସ୍ତୁତ କରିଛି ପୋଲିସ। ଗୋଇନ୍ଦା ବିଭାଗ ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରିଛି ପୋଲିସ । କଡା ସୁରକ୍ଷାରେ ଚଳିତ ବର୍ଷ ମୂଳରୁ ଗଞ୍ଜେଇ ଚାଷ ନଷ୍ଟ କରିବା ଲକ୍ଷ ରଖିଛି ପୋଲିସ । ନନ୍ଦପୁର ଏସ. ଡ଼ି. ପିଓ. କହିଛନ୍ତି ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ହେଲେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ ନଷ୍ଟ କରିବାକୁ ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା