Masthead

ହିନ୍ଦୀ ଆମର ରାଷ୍ଟ୍ର ଭାଷା.. ସମସ୍ତେ ଏହି ଭାଷା ଜାଣିବା ଉଚିତ: ନୀତୀଶ କୁମାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗତକାଲି ଦିଲ୍ଲୀରେ ବସିଥିଲା ଇଣ୍ଡିଆ ମେଣ୍ଟର ବୈଠକ। ବୈଠକରେ ଜେଡି (ୟୁ) ନେତା ତଥା ବିହାର ମୁଖ୍ୟ ନୀତୀଶ କୁମାର ଭାଷଣ ଦେବା ବେଳେ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି। ଡିଏମ୍‌କେ ନେତା ଟିଆର ବାଲୁଙ୍କ ଉପରେ ରାଗି ଯାଇଥିଲେ ନୀତୀଶ। ବୈଠକରେ ଭାଷଣ ଦଊଥିଲେ ନୀତୀଶ । ଏହି ସମୟରେ ଡିଏମ୍‌କେ ସୁପ୍ରିମୋ ଏମ୍‌.କେ ଷ୍ଟାଲିନଙ୍କ ସହିତ ଦଳୀୟ ନେତା ଟିଆର ବାଲୁ ନୀତୀଶଙ୍କ କଥା ବୁଝିପାରି ନଥିଲେ ।

ରାଜ୍ୟସଭା ସାଂସଦ ମନୋଜ କୁମାର ଝାଙ୍କୁ ନୀତୀଶଙ୍କ ଭାଷଣ ବୁଝାଇବା ପାଇଁ କହିଥିଲେ । ଏନେଇ ନୀତୀଶ କୁମାରଙ୍କୁ ଅନୁମତି ମାଗିଥିଲେ ମନୋଜ । କିନ୍ତୁ ଏହା ଶୁଣି ରାଗିଯାଇଥିଲେ ନୀତୀଶ। କହିଥିଲେ ଆମେ ଆମ ଦେଶକୁ ହିନ୍ଦୁସ୍ତାନ ବୋଲି କହୁଛେ। ହୀନ୍ଦି ଆମ ରାଷ୍ଟ୍ର ଭାଷା। ଆମେ ସମସ୍ତେ ଏହି ଭାଷା ଜାଣିବା ଉଚିତ। ଏହା ସହିତ ତାଙ୍କ ଭାଷଣର ଅନୁବାଦ ନ କରିବାକୁ ସେ ମନୋଜ ଝା’ଙ୍କୁ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ