Masthead

ଫେସ୍‌ବୁକ୍‌ ଉପରେ ଅଭିଯୋଗ ଆଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଫେସ୍‌ବୁକ୍‌ ଉପରେ ଅଭିଯୋଗ ଆଣିଲେ କେନ୍ଦ୍ର ସରକାର । କମ୍ପାନୀର ଆଲଗରିଦିମ ଓ ବିଭିନ୍ନ ପ୍ରକ୍ରିୟା ସମ୍ୱନ୍ଧୀୟ ସମସ୍ତ ତଥ୍ୟ ସରକାର ମାଗିଛନ୍ତି । ଏହାର ଅନ୍ତରୀଣ ଦସ୍ତାବିଜରୁ ଜଣାପଡ଼ିଛି ଫେସବୁକର ସବୁଠୁ ବେଶି  ୟୁଜର୍ ଭାରତରେ। କମ୍ପାନୀ ୟୁଜରଙ୍କୁ ଭୁଲ୍‌ ସୂଚନା ଓ ହିଂସା ସୃଷ୍ଟି କରିବା ଭଳି ବର୍ତ୍ତା ପ୍ରସାର କରୁଛି । ଆମେରିକା ଗଣମାଧ୍ୟମ ଅନୁସାରେ, ସୋସିଆଲ୍‌ ମିଡିଆ ଅନୁସନ୍ଧାନକାରୀମାନେ କହିଛନ୍ତି ଭାରତରେ କିଛି ଗୋଷ୍ଠୀ ଏବଂ ଫେସ୍‌ବୁକ୍‌ ପେଜ୍‌ ରହିଛି ଯାହା ବିଭ୍ରାନ୍ତିକର, ଉତ୍ତେଜକ ତଥା ଜାତିଆଣ ବିରୋଧୀ ପୋଷ୍ଟ ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ତେଣୁ ଭାରତ ସରକାର କମ୍ପାନୀ ଦ୍ୱାରା ବ୍ୟବହୃତ ଆଲଗୋରିଦମ ଏବଂ ଏହାର ପ୍ରକ୍ରିୟା ବିଷୟରେ ସୂଚନା ମାଗିଛନ୍ତି।

ସରକାର ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ସୁରକ୍ଷା ସମ୍ୱନ୍ଧୀୟ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ କମ୍ପାନୀକୁ ତଥ୍ୟ ଦେବାକୁ କହିଛନ୍ତି । ଏନେଇ ଫେସ୍‌ବୁକ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି