Masthead

ସାରା ରାତି ଧାରଣାରେ ବସିଲେ ଛାତ୍ରଛାତ୍ରୀ

ବ୍ରହ୍ମଗିରି (ବଡ଼ ଖବର ବ୍ୟୁରୋ): ରାତି ତମାମ ଧାରଣାରେ ବସି ରହିଲେ ବ୍ରହ୍ମଗିରିର ସର୍ବପୂରାତନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ବ୍ରହ୍ମଗିରିର ସର୍ବପୂରାତନ ମହାବିଦ୍ୟାଳୟ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ତେଜୁଛି ଛାତ୍ର ଅଶନ୍ତୋଷ। ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ରାତିତମାମ କଲେଜ ପରିଶରରେ ଧାରଣାରେ ବସିରହିଛନ୍ତି ଛାତ୍ରଛାତ୍ରୀ।୧୧ ଦଫା ଦାବି ନେଇ ଛାତ୍ରଛାତ୍ରୀମାନେ ଧାରଣାରେ ବସିରହିଥିବା ସୂଚନା ମିଳିଛି।

ମହାବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ଅଭାବ, ଚତୁଃପାର୍ଶ୍ବରେ ପାଚେରି ନଥିବାରୁ ଅଣଛାତ୍ର ଓ ମଦ୍ୟପଙ୍କ ଅନୁପ୍ରବେଶ, ଶ୍ରେଣୀ ଗୃହର ଅଭାବ, ଲାଇବ୍ରେରି, ଟଏଲେଟ, ସାଇକେଲ ଷ୍ଟାଣ୍ଡର ଅବ୍ୟବସ୍ଥା , ଅଧ୍ୟପକ/ଅଧ୍ୟାପିକା ନିଯୁକ୍ତି ଆଦି କିଛି ଦାବି ପୂରଣ ନେଇ ଛାତ୍ରଛାତ୍ରୀମାନେ ରାତି ତମାମ କଲେଜ ଗେଟ ତାଲା ପକାଇ ଧାରଣାରେ ବସିଥିବା ସୂଚନା ମିଳିଛି।ତେବେ ଏହାକୁ ସହଯୋଗ କରିବାକୁ ଯାଇ ମହାବିଦ୍ୟାଳୟର କିଛି ପୂରାତନ ଛାତ୍ରମାନେ ମଧ୍ୟ ଆଗେଇ ଆସିଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ