Masthead

ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି ନେଇ କ’ଣ କହିଲେ କିରଣ ରିଜଜୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି ପ୍ରସଙ୍ଗ । ସୁରେଶ ପୂଜାରୀଙ୍କ ଶୂନ୍ୟକାଳ ପ୍ରଶ୍ନର ଉତ୍ତର ଦେଲେ ଆଇନ ମନ୍ତ୍ରୀ କିରଣ ରିଜିଜୁ । ସ୍ଥାୟୀ ବେଞ୍ଚ ନେଇ ପ୍ରସ୍ତାବ ଆମ ପାଖରେ ପେଣ୍ଡିଂ ନାହିଁ ବୋଲି ଜଣାଇଲେ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବେଞ୍ଚ ପାଇଁ ରାଜ୍ୟ ସରକାର ଦାବି କରିଥିଲେ ।

ହାଇକୋର୍ଟ ସହ ଆଲୋଚନା କରି କଂପ୍ଲିଟ ପ୍ରପୋଜାଲ ଦେବାକୁ କହିଥିଲୁ । ଏନେଇ ଗତ ଏପ୍ରିଲରୁ ଚିଠି କରିଥିଲେ ବି ଏଯାବତ କିଛି ରିପ୍ଲାଇ ଆସିନି । ସ୍ଥାୟୀ ବେଞ୍ଚ ନେଇ ରାଜ୍ୟ ସରକାର କୌଣସି କଂପ୍ଲିଟ ପ୍ରପୋଜାଲ ଦେଇନାହାନ୍ତି । ହାଇକୋର୍ଟ ସହମତି ସହ କଂପ୍ଲିଟ ପ୍ରପୋଜାଲ ଆସିଲେ କେନ୍ଦ୍ର ପଦକ୍ଷେପ ନେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା