Masthead

ରାହୁଲ ହିନ୍ଦୁ ଓ ଗୋରଖନାଥ ମଠର ଅପମାନ କରିଛନ୍ତି: ଜଗଦଂବିକା ପାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ‘ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ’ । ରାହୁଲ ହିନ୍ଦୁ ଓ ଗୋରଖନାଥ ମଠର ଅପମାନ କରିଛନ୍ତି । ଭାଜପା ଏମପି ଜଗଦଂବିକା ପାଲ କହିଛନ୍ତି ରାହୁଲ ଗାନ୍ଧୀ ତାଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ । ଏଭଳି ବୟାନ ଦେଉଥିବାରୁ ରାହୁଲଙ୍କୁ ପପୁ କୁହାଯାଏ ବୋଲି ପାଲ କହିଛନ୍ତି । ରାହୁଲଙ୍କ ବୟାନ ପରେ ଭାଜପାର ପ୍ରାୟ ସମସ୍ତ ନେତା ତାଙ୍କ ଉପରେ ବର୍ଷିଛନ୍ତି । ରାହୁଲଙ୍କ ‘ମଠ’ ବୟାନକୁ ନେଇ ରାଜନୀତିର ପାଣିପାଗ ଗରମ ହୋଇଯାଇଛି । ଦଳ ଦାବି କରିଛି ଯେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଏହି ବୟାନ ପାଇଁ କ୍ଷମାମାଗନ୍ତୁ । ରାହୁଲ ଗାନ୍ଧୀ ତାଙ୍କର ଏକ କାର୍ୟ୍ୟକ୍ରମରେ କହିଥିଲେ କି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିନ୍ଦୁ ଧର୍ମକୁ ଯଦି ବୁଝିଥାଆନ୍ତେ ତେବେ ସେ ଯାହା କରୁଛନ୍ତି ତାହା କରି ନ ଥାଆନ୍ତେ । ସେ ତାଙ୍କ ମଠର ଅପମାନ କରୁଛନ୍ତି । ସେ ଜଣେ ଧାର୍ମିକ ନେତା ନୁହଁନ୍ତି, ଜଣେ ଠକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ