Masthead

ବିରୋଧୀମାନେ ଏକାଠି ହେଲେ ଶାସକ ଦଳକୁ କଠିନ ସମୟର ସମ୍ମୁଖୀନ ହେବାକୁ ପଡ଼ିବ : ଶଶୀ ଥରୁର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଭାଜପାକୁ ପରାସ୍ତ କରିବା ପାଇଁ ଯଦି ବିରୋଧୀମାନେ ଏକାଠି ହୁଅନ୍ତି ତେବେଶାସକ ଦଳକୁ ଅତ୍ୟନ୍ତ କଠିନ ସମୟର ସମ୍ମୁଖୀନ ହେବାକୁ ପଡ଼ିବ । ଭାଜପାକୁ ପରାସ୍ତ କରିବା ଲାଗି ଯଦି ବିରୋଧୀମାନେ ଏକାଠି ହୋଇ ପ୍ରତି ଆସନରେ ପ୍ରାର୍ଥୀ ଦିଅନ୍ତି ତେବେ ଶାସକ ଦଳକୁ ଅତ୍ୟନ୍ତ କଠିନ ସମୟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଥରୁର କହିଛନ୍ତି।

୨୦୨୪ ଲୋକ ସଭା ନିର୍ବାଚନ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ପୂର୍ବାନୁମାନ କରିଛନ୍ତି। ୨୦୧୯ରେ ଭାଜପା ଅନେକ ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ୨୦୧୯ ନମୁନାର ଏଥର ପୁନରାବୃତ୍ତି ହେବନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। କୌଣସି ବିରୋଧୀ ମେଣ୍ଟକୁ କଂଗ୍ରେସ ସମର୍ଥନ କରିବ କି ବୋଲି ପ୍ରଶ୍ନରେ ଥରୁର କହିଥିଲେ, ବାସ୍ତବରେ ଭାଜପାକୁ ଛାଡ଼ିଲେ କଂଗ୍ରେସ ଏକମାତ୍ର ଦଳ ଯାହାର ଜାତୀୟ ସ୍ତରରେ ଉପସ୍ଥିତି ରହିଛି ଏବଂ କେରଳ, ତାମିଲନାଡୁ ଭଳି କେତେକ ରାଜ୍ୟରେ ଭାଜପାଠାରୁ ଏହାର ସ୍ଥିତି ଭଲ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି