Masthead

୩୧.୫ ଫୁଟର ରୁୁଦ୍ରାକ୍ଷ ଶିବ ଲିଙ୍ଗ

ଗୁଜୁରାଟ(ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ମହାଶିବରାତ୍ରୀ । ପ୍ରତି ଶୈବ ପୀଠରେ ଲାଗିଛିି ଶ୍ରଦ୍ଧାଳୁଙ୍କ ଭିଡ଼ । ବିଭିନ୍ନ ଶୈବପୀଠରେ ବାବାଙ୍କ ପୂଜାର୍ଚ୍ଚନା କରାଯାଉଛି । ରଙ୍ଗୀନ ଆଲୋକମାଳା ସହ ସଜେଇ ହୋଇଛି ସମସ୍ତ ଶିବାଳୟ । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କିନ୍ତୁ ଗୁଜୁରାଟର ଧରାମପୁରରେ ନିଆରା ଢଙ୍ଗରେ ଦେଖିବାକୁ ମିଳିଛି ଶିବ ଲିଙ୍ଗ ।

ଭଗବାନ ଭୋଳାନାଥଙ୍କ ୩୧ ଲକ୍ଷ ରୁଦ୍ରକ ସହିତ ୩୧.୫ ଫୁଟ ଉଚ୍ଚ ଶିବଲିଙ୍ଗ ନିର୍ମାଣ କରିଛନ୍ତି । ଏହି ଶିବଲିଙ୍ଗ ଶୁକ୍ରବାର ଦିନ ମହାଶିବରାତ୍ରି ଉଦ୍ଦେଶ୍ୟରେ ଉନ୍ମୋଚିତ ହୋଇଥିଲା । ଏହା ସହିତ ଭୋଳାନାଥଙ୍କୁ ଭକ୍ତମାନେ ଧୁମଧାମରେ ପୂଜାର୍ଚ୍ଚନା କରିଛନ୍ତି । ଖାଲି ସେତିକି ନୁହେଁ ଲୋକମାନେ ଏହି ଶିବଲିଙ୍ଗ ଦେଖିବା ପାଇଁ ଦୂରାଦୂରାନ୍ତରୁ ଆସି ପହଞ୍ଚୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼