Masthead

ଆମେରିକାକୁ ୩୫୦ କୋଟି ଫେରସ୍ତ ମାଗିଲା ତାଲିବାନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକାକୁ ୩୫୦ କୋଟି ଫେରସ୍ତ ମାଗିଲା ତାଲିବାନ୍ । ଆଫଗାନିସ୍ତାନର ତାଲିବାନ ସରକାର ୩୫୦ କୋଟି ଡଲାର ଫେରାଇବା ପାଇଁ ଆମେରିକାକୁ କହିଛି । ନ୍ୟୁୟର୍କ କୋର୍ଟଙ୍କ ଦ୍ୱାରା ରାୟ ପ୍ରକାଶ ପରେ ତାଲିବାନ୍ ଏହି ଅର୍ଥ ମାଗିଛି । ୨୦୨୧ ଅଗଷ୍ଟରେ ଆତଙ୍କୂ ଗୋଷ୍ଠୀ ତାଲିବାନ୍ ଆଫଗାନିସ୍ତାନକୁ କବଜା କରିଥିଲା । ଏହାପରେ ଆମେରିକା ଆଫଗାନ୍ ସମ୍ପତ୍ତିକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା ।

ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ ଉକ୍ତ ପାଣ୍ଠିକୁ ୯/୧୧ ପୀଡ଼ିତଙ୍କ ପରିବାରକୁ ସହାୟତା ଲାଗି ବ୍ୟବହାର କରାଯିବ । ୯/୧୧ ଆକ୍ରମଣ ଦ୍ୱାରା କିଛି ପୀଡ଼ିତଙ୍କ ପରିବାର ଲୋକ ତାଲିବାନ ବିରୋଧରେ ମକଦ୍ଦମା କରିଥିଲେ । ଏଥିରେ ସେମାନେ ଜିତିଥିଲେ । କିନ୍ତୁ ନ୍ୟୁୟର୍କ ଫେଡେରାଲ କୋର୍ଟ ବିଚାରପତି ଜର୍ଜ ଡାନିଏଲ୍ସ ନିଜ ରାୟରେ ଏହି ଆଫଗାନ କେନ୍ଦ୍ରୀୟ ବ୍ୟାଙ୍କର ଅର୍ଥକୁ ଜବତ କରିବା କ୍ଷମତା କୋର୍ଟଙ୍କର ନାହିଁ ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ