Masthead

ଚାଷୀଙ୍କ ସମସ୍ୟା, ରୁଲିଂ ଦାବି କଲେ ଜୟନାରାୟଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶୂନ୍ୟ କାଳରେ ଚାଷୀ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବୌଦ୍ଧ ଜିଲା ବାଉଁଶୁଣି ଅଞ୍ଚଳର ଜଣେ ଚାଷୀଙ୍କୁ ଟୋକାନ ମିଳିଥିଲା ସତ । ସେ ଜଣେ ହୃଦ ରୋଗୀ ସେ ମଣ୍ଡି ଆଗରେ ଧନ ରଖି ବିକିବା ପାଇଁ ଦିନ ରାତି ଜଗିବସି ଥିଲେ। ତାଙ୍କର ମୃତ୍ୟ ହୋଇଥିବା କହିଛନ୍ତି ଜୟନାରାୟଣ । ଏ ସରକାର ହେଉଛନ୍ତି ଚାଷୀଙ୍କ ସରକାର କିନ୍ତୁ ବାସ୍ତବରେ ଚାଷୀ ମୃତ୍ୟୁ ବରଣ କରୁଛନ୍ତି। ଏହା ଉପରେ ବାଚସ୍ପତି ରୁଲିଂ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଜ୍ରାଘାତରେ ୫ ଗୁରୁତର 🔴 ବିମାନକୁ ବୋମା ଧମକ, ଫେରିଗଲା ଜର୍ମାନୀ ଫ୍ଲାଇଟ୍ 🔴 ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ୩ ଆହତ 🔴 ଆଜି ଫୁଲୁରି ତେଲ ଲାଗି 🔴 ୬ ଜିଲ୍ଲାରେ ବିଜୁଳି ସହ ପ୍ରବଳ ଝଡ଼ବର୍ଷା 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବିମାନକୁ ବୋମା ଧମକ, ଫେରିଗଲା ଜର୍ମାନୀ ଫ୍ଲାଇଟ୍ 🔴 ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ୩ ଆହତ 🔴 ଆଜି ଫୁଲୁରି ତେଲ ଲାଗି 🔴 ୬ ଜିଲ୍ଲାରେ ବିଜୁଳି ସହ ପ୍ରବଳ ଝଡ଼ବର୍ଷା 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ