Masthead

ନବ ଦାସ ହତ୍ୟାକାଣ୍ଡ, ବିଜେପି ଟାର୍ଗେଟରେ ଅରୁଣ ବୋଥ୍ରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବ ଦାସ ହତ୍ୟାକାଣ୍ଡ । ବିଜେପି ଟାର୍ଗେଟରେ ଅରୁଣ ବୋଥ୍ରା । ନବ ଦାସ ହାତ୍ୟକାଣ୍ଡର ମାଷ୍ଟର ପ୍ଲାନ ତିଆରି କରିଥିଲେ ବୋଥ୍ରା । କହିଲେ ବିଜେପି ପ୍ରଦୀପ ପୁରୋହିତ । ନବ ଦାସଙ୍କୁ ଗୁଳି ମାରିଥିବା ପୋଲିସ ସହିତ ଆଗରୁ ବୋଥ୍ରାଙ୍କ ସମ୍ପର୍କ ରହିଛି । ହତ୍ୟା ଷଡଯନ୍ତ୍ରର ମୁଖ୍ୟ ନାୟକ ଏବଂ ପ୍ଲାନ ଦେଇଛନ୍ତି ବୋଥ୍ରା । ସେଥିପାଇଁ ସିବିଆଇ ତଦନ୍ତକୁ ନେଇ ଭୟବିତ୍ତ ଅଛନ୍ତି । ପ୍ଲଟ ତିଆରି ହୋଇପାରିନି, କାହିଁକି ମାରିଲା ଗୋପାଳ ତେଣୁ ଚୁପ ହୋଇ ବସିଛନ୍ତି ବୋଥ୍ରା ସାହେବ ବୋଲି କହିଛନ୍ତି ପ୍ରଦୀପ ।

ନବ ଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଥିଲେ, ଶନି ମନ୍ଦିର ଯାଇ ପୂଜାପାଠ କରି ଫେରିଥିଲେ । ଏ ତଥ୍ୟ ତୃତୀୟ ମହଲା ଏବଂ ଯିଏ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି, ତାଙ୍କ ପାଖରେ ଯେତେବେଳେ ପହଁଚିଲା ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଗଲା । ହତ୍ୟାକାରୀ ଧରାପଡିଲେ କିନ୍ତୁ ହତ୍ୟାର ଷଡଯନ୍ତ୍ରକାରୀ ଏପର୍ଯ୍ୟନ୍ତ ଧରାପଡିଲେ ନାହିଁ । ରାଜ୍ୟ ସରକାର ଏବଂ ତୃତୀୟ ମହଲାର ସବୁଠୁ ବିଶ୍ୱସ୍ତ ପୋଲିସ ଅଧିକାରୀ ହେଉଛନ୍ତି ବୋଥ୍ରା । ଯିଏ ମାରିବା ପାଇଁ ପ୍ଲାନ କରିଛନ୍ତି, ସେ କେମିତି ତଦନ୍ତ କରିବେ ଏବଂ ଦୋଷୀଙ୍କୁ ଧରିବେ ବୋଲି ପ୍ରଶ୍ନ କଲେ ପ୍ରଦୀପ ପୁରୋହିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!