Masthead

ନୋବେଲ ଶାନ୍ତି ପୁରସ୍କାର ପାଇଲା WFP

ଷ୍ଟକହୋମ, (ବଡ଼ ଖବର ବ୍ୟୁରୋ) : ଚଳିତ ବର୍ଷ ଘୋଷଣା ହୋଇଛି ନୋବେଲ ଶାନ୍ତି ପୁରସ୍କାର । ଲୋକମାନଙ୍କୁ ଖାଦ୍ୟ ଯୋଗାଉଥିବା ୱାର୍ଲ୍ଡ ଫୁଡ ପ୍ରୋଗ୍ରାମକୁ ଚଳିତ ବର୍ଷ ନୋବେଲ ପୁରସ୍କାର ଦିଆଯିବ । ଏନେଇ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ହେଉଛି କ୍ଷୁଧାକୁ ଦୂର କରିବା ଏବଂ ଖାଦ୍ୟ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱର ସର୍ବବୃହତ ମାନବିକ ସଂଗଠନ ।

୨୦୧୯ରେ ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ୮୮ଟି ଦେଶରେ ୧୦୦ ନିୟୂୁତ ଲୋକଙ୍କୁ ସହାୟତା ପ୍ରଦାନ କରିଥିଲେ । ଯେଉଁମାନେ ତୀବ୍ର ଖାଦ୍ୟ ନିରାପତ୍ତା ଓ ଭୋକର ଶିକାର ହୋଇଥିଲେ ସେମାନଙ୍କୁ ଏହି ସଂସ୍ଥାର ମୂଳ ଲକ୍ଷ୍ୟ । ସମସ୍ତଙ୍କ ପେଟକୁ ଖାଦ୍ୟ ଦେବା ଓ ଭୋକିଲା ପଣକୁ ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ହେଉଛି ଏହି ସଂସ୍ଥାର ମୂଳ ଲକ୍ଷ୍ୟ । ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ଏହି ଶାନ୍ତି ସ୍ଥାପନ ଶୈଳୀକୁ ବିଶ୍ୱସ୍ତରରେ ମଧ୍ୟ ଆଦୃତ ମିଳିଛି । ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇବା ଦୌଡରେ ୩୧୮ ଜଣଙ୍କ ନାମ ରହିଥିଲା । ସେମାନଙ୍କ ମଧ୍ୟରେ ୨୧୧ ଜଣ ବ୍ୟକ୍ତି ଓ ୧୦୭ଟି ସଂଗଠନ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ