Masthead

ଲଦାଖରେ ବଢିଲା ସେନା ସଂଖ୍ୟା, ଚାଇନାର ପ୍ରତ୍ୟେକ ଗତିବିଧିରେ ରଖିବେ ନଜର

ଜାମ୍ମୁ-କଶ୍ମୀର (ବଡ଼ ଖବର ବ୍ୟୁରୋ): ଲଦାଖରେ ଚାଇନାରେ ଲାଗି ରହିଛି ସୀମା ବିବାଦ । ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ତାର ତୀକ୍ଷ୍ଣ ନଜରକୁ ବଢାଇ ଦେଇଛି । ପ୍ରତ୍ୟକ ସ୍ଥାନରେ ସେନା ମୁତୟନ କରାଯାଇଛି । ଏହାସହ ଚାଇନାର ପ୍ରତିଟି ଗତିବିଧି ଉପରେ କଡା ନଜର ରଖଛି ଭାରତୀୟ ସେନା ।

ପୌଂଗୋଂଗ ହ୍ରଦ ନିକଟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖାଯାଇଛି କି ଏଲଏସିରେ ଭାରତୀୟ ସେନାର ଯବାନ ମାରାଥନ ଦୃଷ୍ଟି ରଖୁଛନ୍ତି । ଗଲୱାନ ଘାଟି ନିକଟରେ ମୁତୟନ ଥିବା ଭାରତୀୟ ସେନାର ଫର୍ମେଶନ ନିକଟରେ ଘୋଡା ଓ ଖଚ୍ଚରରେ ଯାଇ ଏଲଏସି ନିକଟରେ ଥିବା ଅଞ୍ଚଳର ସର୍ବେକ୍ଷଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ