Masthead

ମୁଖ୍ୟ ଶାସନ ସଚିବଙ୍କ ପିତୃ ବିୟୋଗ

ଟିଟିଲାଗଡ, (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ କୁମାର ତ୍ରିପାଠୀଙ୍କ ପିତା ଗୈାରୀ ଶଙ୍କର ତ୍ରିପାଠୀଙ୍କ ଆଜି ସନ୍ଧ୍ୟାରେ ଟିଟିଲାଗଡ ସ୍ଥିତ ପୈାର୍ଣମାସି କୁଟୀରରେ ବିୟୋଗ ହୋଇଛି। ସେ ଜଣେ ଜଣାଶୁଣା ଓଏଏସ ଅଧିକାରୀ ରୂପେ କାର୍ଯ୍ୟ କରିଵା ପରେ ଅବସର ଗ୍ରହଣ କରି ନିଜ ବାସଭବନରେ ରହୁଥିଲେ। ସେ ଜଣେ ପରୋପକାରୀ, ସମାଜର ଲୋକଙ୍କ ପାଇଁ ସଦା ସର୍ବଦା କାର୍ଯ୍ୟ କରୁଥିଲେ। ବିଗତ କିଛି ବର୍ଷ ହେବ ଶଯ୍ୟାସାୟୀ ଅବସ୍ଥାରେ ଥିଲେ, ଆଜି ତାଙ୍କ ବିୟୋଗରେ ଟିଟିଲାଗଡ ଜଣେ ପରିଚିତ, ପ୍ରତିଷ୍ଠିତ ଲୋକକୁ ହରାଇଛି। ତାଙ୍କର ମୃତ୍ୟୁ ପରେ ସଂପୂର୍ଣ୍ଣ ସହରରେ ଶୋକାକୂଳ ପରିବେଶ ଖେଳିଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ