Masthead

ଧର୍ମଘଟ ନା ରେ ଆଇନକୁ ହାତକୁ ନିଅନ୍ତୁ ନାହିଁ: ପ୍ରଦୀପ ଜେନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧର୍ମଘଟ ନା ରେ ଆଇନକୁ ହାତକୁ ନିଅନ୍ତୁ ନାହିଁ କହିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅପିଲ କଲେ ମୁଖ୍ୟ ଶାସନ ସଚିବ। ଡ୍ରାଇଭର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମୟରେ ସରକାରଙ୍କ ଆଲୋଚନା ହୋଇଛି। ଗତକାଲି ମହାସଂଘ ସହ ସକରାତ୍ମକ ଆଲୋଚନା ହୋଇଛି। ଦୃଢ଼ ପ୍ରତିଶ୍ରୁତି ଓ ନିର୍ଭର ପ୍ରତିଶ୍ରୁତି ଦେଇଥିଲି। କିନ୍ତୁ କିଛି ସ୍ଥାନରେ ଧର୍ମଘଟ ଜାରି ରହିଛି। ଯେତେ ବେଳେ ପିଲାଙ୍କ ପରୀକ୍ଷା ଜାରି ରହିଛି। ଧର୍ମଘଟ ପାଇଁ ପିଲାଙ୍କ ଭିତରେ ମାନସିକ ଚାପ ରହିଛି।

ଯାହା ପିଲାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ୁଛି। ଆନ୍ଦୋଳନ ପାଇଁ ରୋଗୀ ଓ ଆତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ପ୍ରଭାବିତ ହେଉଛି। ତିନୋଟି ରାଜ୍ୟରେ ସରକାର ଡରାଇଭରଙ୍କ ଦାବି ପୁରଣ କରିଛନ୍ତି। ଆମେ ଅନୁଧ୍ୟାନ କରି ତାଙ୍କ ଦାବି ପୁରଣ କରିବୁ। ଡ୍ରାଇଭର ମହାସଂଘ ଆନ୍ଦୋଳନରୁ କ୍ଷାନ୍ତ ରୁହନ୍ତୁ। ଧର୍ମଘଟ ନା ରେ ଆଇନକୁ ହାତକୁ ନିଉନ୍ତୁ ନାହିଁ। ଲୋକଙ୍କ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ ବୋଲି ପ୍ରଦୀଫ ଜେବା କହିଛନ୍ତି । ମହାସଂଘ ବିକ୍ଷୋଭ ପ୍ରଦର୍ଶନ ସମୟରେ କିଛି ଅଣ ଡ୍ରାଇଭର ସାମିଲ ହୋଇ ହିଂସା ଓ ଅଘଟଣ ଘଟାଉଛନ୍ତି। ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୁରାଣ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!