Masthead

ପ୍ରକୃତି ଆମକୁ ଯାହା ଦେଇଛି, ସେଥିରେ ଭାଇ ହେଉଛନ୍ତି ଭଗାରୀ :ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଜଳ ସମ୍ପଦରେ ଭରପୁର । ପ୍ରଭୁ ଜଗନ୍ନାଥ ଆମକୁ ସବୁ ଦୃଷ୍ଟିରୁ ସବୁ କିଛି ଦେଇଛନ୍ତି । ଭୂଇଁ ଉପରେ ଦେଇଛନ୍ତି ଜଙ୍ଗଲ, ଭୂଇଁତଳେ ଦେଇଛନ୍ତି ଖଣି ଏବଂ ଭୂଇଁ କଡରେ ଦେଇଛନ୍ତି ବେଳାଭୂମି ସମୁଦ୍ର , ନଦୀ । ଜଳସମ୍ପଦ ଦୃଷ୍ଟିରୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ କୃତଜ୍ଞ ରହିବା ଦରକାର । ପ୍ରକୃତି ଆମକୁ ଯାହା ଦେଇଛି, ସେଥିରେ ଆମ ଭାଇ ହେଉଛନ୍ତି ଭଗାରୀ । ପଡୋଶୀ ରାଜ୍ୟମାନେ ଯେଉଁମାନେ ଆମ ଆରମ୍ଭରୁ ଅଛନ୍ତି, ସେମାନେ ଆମର କିଛି ପରିମାଣରେ ବାଧକ ସାଜୁଛନ୍ତି ।

ପ୍ରକୃତି ଆମକୁ ଯେତିକି ଦେଉଛି, ପଡୋଶୀଙ୍କ ସହ କଳି ନ କରି ତତ୍ପରନାସ୍ତି ଉଦ୍ୟମ କରିବା ଉଚିତ । ଯେତିକି ବାକି ପାଣି ମିଳୁଛି ବ୍ରାହ୍ମଣୀ ବୈତରଣୀ ହେଉ ତାହାର ପାଣି କେମିତି ସମୁଦ୍ରରେ ବହି ନ ଯାଉ ଆମେ ତାଙ୍କୁ କୌଣସି ଉପାୟରେ ଅଟକାଇବା । ଆମର ଭୂତଳ ଜାଳସ୍ତରକୁ ବଢାଇବା ଏବଂ ଜଳସମ୍ପଦରେ ଆମେ ଯେତିକି ସମୃଦ୍ଧ ଥିଲେ, ଆମେ ତାଙ୍କୁ ଗରିବ ହେବାକୁ ଦେବାନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ