Masthead

ଜି -୨୦ ବୈଠକରେ ଯୋଗ ଦବାକୁ ମନା କରିଛି ଚାଇନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜି -୨୦ ବୈଠକରେ ଯୋଗ ଦବାକୁ ମନା କରିଛି ଚାଇନା । ଚାଇନା ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗଦେବାକୁ ମନା କରିଦେଇଛି। ରବିବାର ଅରୁଣାଚଳ ପ୍ରଦେଶର ଇଟାନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଠକରେ ଚାଇନା ଅଂଶଗ୍ରହଣ କରିବ ନାହିଁ। ସରକାରୀ ସୂତ୍ର ଅନୁଯାୟୀ, ଏହି ସଭାରେ ବହୁ ସଂଖ୍ୟାରେ ପ୍ରତିନିଧୀ ଉପସ୍ଥିତ ଥିଲେ। କାରଣ ଆମେରିକା ସମେତ ୫୦ରୁ ଅଧିକ ପ୍ରତିନିଧୀ ଜି-୨୦ ରିସର୍ଚ୍ଚ ଇନୋଭେଶନ ଇନିସିଏଟିଭ ସମାବେଶରେ ଭାଗ ନେଇଥିଲେ।

ଜି-୨୦ ପ୍ରତିନିଧୀମାନେ ମଧ୍ୟ ସ୍ଥାନୀୟ ବିଧାନସଭା ପରିଦର୍ଶନ କରିଥିଲେ। ଚାଇନା ଅରୁଣାଚଳ ଉପରେ ଭାରତର ସାର୍ବଭୌମତ୍ୱକୁ ସ୍ବୀକୃତି ଦେଉନାହିଁ ଏବଂ ଏହା ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ଦାବି କରୁଛି। ପୂର୍ବରୁପାକିସ୍ତାନର ଆପତ୍ତି ପରେ ଚାଇନା, ତୁର୍କୀ ଏବଂ ସୌଦି ଆରବ ମଧ୍ୟ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀକୁ ବିରୋଧ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ