Masthead

ସମର୍ଥ ହତ୍ୟା ମାମଲା, ପୁଣି ଜଣେ ଅଟକ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ସମର୍ଥ ହତ୍ୟା ମାମଲା । ପୁଣି ଜଣେ ଅଟକ । ବୁର୍ଲାରୁ ଜଣଙ୍କୁ ଉଠାଇ ଆଣିଲା ଝାରସୁଗୁଡ଼ା ପୋଲିସ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ପୋଲିସ ଉଠାଇ ଆଣିଛି ତାହା ଜଣାପଡ଼ି ନାହିଁ । ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଅପହରଣ ପରେ ବୁର୍ଲାର ଏକ ଘରେ ସମର୍ଥକୁ କିଛି ସମୟ ରଖାଯାଇଥିଲା । ଏହି ଘଟଣାରେ ପୋଲିସ ପୂର୍ବରୁ ୨ ଗିରଫ ଅଭିଯୁକ୍ତଙ୍କୁ ରାତିରେ ବୁର୍ଲା ଓ ଭେଡେନ ଆଣିଥିଲା ।

ସେପଟେ ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଶନିବାର ଝାରସୁଗୁଡ଼ା ପୁଲିସ ବୁର୍ଲାରୁ ଧରିବା ସହ ତାକୁ ପଚରାଉଚରା ଚଳାଇଛି।ଅଭିଯୁକ୍ତମାନେ କିଭଳି ଭାବେ ଝାରସୁଗୁଡ଼ାରୁ ସମର୍ଥଙ୍କୁ ଅପହରଣ କରି ବୁର୍ଲା ଆଣିଥିଲେ, ସେଠାରୁ ପୁଣି ବରଗଡ଼ ଜିଲ୍ଲା ଭେଡ଼େନ ଅଞ୍ଚଳକୁ ନେଇ ସେଠାରେ ହତ୍ୟା କରିବା ପରେ ପୋଡ଼ି ଦେଇଥିଲେ, ସେନେଇ ପୁଲିସ ସମ୍ମୁଖରେ ସେମାନେ ସମ୍ପୂର୍ଣ୍ଣ ଘଟଣାର ସିନ୍‌ ରିକ୍ରିଏସନ୍‌ କରିଛନ୍ତି। ଅଭିଯୁକ୍ତଙ୍କୁ ନେଇ ଝାରସୁଗୁଡ଼ା ପୁଲିସ ଏହି ୩ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତଦନ୍ତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର