ବଡ଼ବିଲ (ବଡ଼ ଖବର ବ୍ୟୁରୋ): ବଡ଼ବିଲରେ ପୁଣି ଫୁଟିଲା ଗୁଳି । ଆଜି ସକାଳୁ ବଡ଼ବିଲ ଦାମୁ ହଟିଙ୍ଗ ନିକଟରେ ମିଳିଥିଲା ଗୁଳି ବିଧ ଶବ । ମୃତକ ହେଲେ ଦଲକି ବସ୍ତି ର ଦୁଃଶାସନ ବାରିକ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ପାଖରେ ତାଙ୍କ ପୁଅ ସଂ ସ୍ଥାନୀୟଲୋକେ ଉପସ୍ଥିତ ଅଛନ୍ତି ।

Leave a Reply

Your email address will not be published. Required fields are marked *