Masthead

୨୦୨୧ ସବୁଠୁ ଉତ୍ତପ୍ତ ବର୍ଷ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୧ ହେବ ସବୁଠାରୁ ଗରମ ବର୍ଷ । ଅଦୃଶ୍ୟ କରୋନା ଭୂତାଣୁରେ ଲୋକେ ଛଟପଟ ହେଉଥିବା ବେଳେ ସୂର୍ଯ୍ୟ ଦେବଙ୍କ କୋପ ବଢିବାରେ ଲାଗିଛି । ୨୦୨୧ ବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷ ହେବ ବୋଲି ପାଣିପାଗ ବିଜ୍ଞାନିମାନେ କହିଛନ୍ତି। ସୂର୍ଯ୍ୟଙ୍କ ପ୍ରଖର କିରଣରେ ସିଝିବ ସାରା ଦେଶ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଲର ସ୍ତର ଦେଢଗୁଣ ବଢିଗଲାଣି ।

ଆମେରିକା ଓ ବ୍ରିଟେନର ବୈଜ୍ଞାନିକମାନେ ବାୟୁମଣ୍ଡଳର ଅଙ୍ଗାରକାମ୍ଲ ସ୍ତରକୁ ବିଶ୍ଲେଷଣ କରି କହିଛନ୍ତି ୧୭୫୦ରୁ ୧୮୦୦ ମସିହାରେ ଅଙ୍ଗାରକାମ୍ଲର ମାତ୍ରା ୨୭୮ ପିପିଏମ୍ ଥିବା ବେଳେ ୨୦୨୧ ମାର୍ଚ୍ଚରେ ଏହା ୪୧୭ ଦଶମିକ ଏକଚାରି ହୋଇସାରିଛି । ଅର୍ଥାତ୍ ଅତ୍ୟନ୍ତ ତୀବ୍ର ବେଗରେ ଅଙ୍ଗାରକାମ୍ଲର ମାତ୍ରା ବଢିବାରେ ଲାଗିଛି । ଯାହା ଦେଶ ଓ ବିଶ୍ୱପାଇଁ ବିପଦଜ୍ଜନକ । ଏଭଳି ଯଦି ଅଙ୍ଗାରକାମ୍ଲର ମାତ୍ରା ବଢିଚାଲେ ତାହା ହେଲେ ଆସନ୍ତା ମେ’ ସୁଦ୍ଧା ୪୧୯ଦଶମିକ ୫ପିପିଏମ୍ରେ ପହଞ୍ôଚଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା