Masthead

ଅପରେସନ ଅଧାରୁ ଡାକ୍ତର ଛୁ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଅପରେସନ୍ ପାଇଁ ପେଟ କାଟିଲେ କିନ୍ତୁ ଅପରେସନ୍ ଅଧାରୁ ରୋଗୀକୁ ଛାଡ଼ି ପଳାଇଗଲେ ଡ଼ାକ୍ତର । ଏଭଳି ଅଭାନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ । ବାଲେଶ୍ଵର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ବିରୁଦ୍ଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ବାଲେଶ୍ୱର କୁରୁଡ଼ା ଅଞ୍ଚଳର ଗୀତାଞ୍ଜଳୀ ବିଶ୍ୱାଳଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଜୟଶ୍ରୀ ହେଲଥ କେୟାର ଭର୍ତ୍ତି କରାଯାଇଥିଲା ।

ଗୀତାଞ୍ଜଳୀଙ୍କ ୟୁଟ୍ରୋସ ବାହାର କରିବାକୁ ପରାମର୍ଶ ଦେଇଥିଲେ ଡ଼ାକ୍ତର । ଡାକ୍ତର ଅନୁପ ଘୋଷ ଅସ୍ତ୍ରୋପଚାର କରିବାକୁ ଯାଇ ଅପରେସନ୍‌ ଅଧାରୁ ଗୀତାଞ୍ଜଳୀଙ୍କୁ ଛାଡି ପଳାଇଥିଲେ । ସେପଟେ ଡାକ୍ତର ଓ ନର୍ସିଂ ହୋମ୍ ମାଲିକଙ୍କ ଏଭଳି ଦାୟିତ୍ଵହୀନ କାର୍ୟ୍ୟକୁ ନେଇ ହସ୍ପିଟାଲ ସାମ୍ନାରେ ଉତ୍ତେଜନା ଲାଗିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ