Masthead

ଓଡ଼ଗାଁରେ ଖଣି ମାଫିଆଙ୍କ ରାଜ

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ଓଡଗାଁରେ ଖଣି ମାଫିଆଙ୍କ ରାଜ । ପୁଆଣିଆଁ ଟାଙ୍ଗିରି ପାହାଡ଼ରେ ମନଇଚ୍ଛା ଚାଲିଛି ବେଆଇନ ବ୍ଲାଷ୍ଟିାଂ ଜଙ୍ଗଲ ଖାଉଛି ବେଆଇନ ପଥର ଖଣି । କ୍ରସର ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ହେଇଗଲାଣି ଜନଜୀବନ । ପଥର ଗୁଣ୍ଡ ଯୋଗୁଁ ପରିବେଷ ପ୍ରଦୂଷଣ ବଢୁଥିବା ବେଳେ , ଲୋକେ ନିଶ୍ୱାସ ନେବାରେ ସମସ୍ୟା ହେଉଛି । ବେଆଇନ ପଥର ଖଣି କୁନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ଅନବରତ ବ୍ଲାଷ୍ଟିରେ ମୃଦୁ ଭୂମିକମ୍ପ ଅନୁଭୂତ ଭଳି ସମସ୍ୟା ,ଓ ଘରଦ୍ୱାର ଭାଙ୍ଗିବା ସହ ଚାଷଜମି ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ଜନବସତି ପାଖାରେ କିଭଳି ସରକାର ପଥର ଖଣି ଓ କ୍ରସର ଚଳାଇବାକୁ ଅନୁମତି ଦେଲେ ସେନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ