Before Header

ରାଜ୍ୟ କ୍ୟାବିନେଟ, ୧୦ ପ୍ରସ୍ତାବ ଉପରେ ଲାଗିପାରେ ମୋହର

0 25

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ବସିବ ରାଜ୍ୟ କ୍ୟାବିନେଟ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଜାପାନରୁ ଭର୍ଚୁଆଲରେ ଯୋଡ଼ିହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନରେ ବସିବ ବୈଠକ। ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ଲାଗିପାରେ । ଜାପାନ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.