Masthead

ଟ୍ରେଲର ଦେଖାଇଛନ୍ତି ଅର୍ଚ୍ଚନା ନାଗ : ଆଗକୁ ଆସିବ ପୂରା ଫିଲ୍ମ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ):  କିଛି ଦିନର ନିରବତା ପରେ ଫଁ ଫଁ ଗର୍ଜନ କରିଛନ୍ତି ଅର୍ଚ୍ଚନା ନାଗ । ଭୁବନେଶ୍ୱର କୋର୍ଟରୁ ବାହାରି ହନିମୁନ୍ ସାଥୀଙ୍କ ଗୁମର ଖୋଲିଥିବା ବେଳେ ମାତ୍ର ତାଙ୍କ ସ୍ୱାମୀ ଜଗବନ୍ଧୁ ନିରବତା ଅବଲମ୍ବନ କରିଛନ୍ତି ।  ମୁହଁ ଖୋଲିଲେ ଓଡ଼ିଶା ପରିବର୍ତ୍ତନ ହୋଇଯିବ କହିଥିବା ଅର୍ଚ୍ଚନା ଆଜି କୋର୍ଟ ବାହାରେ ଖୋଲିଛନ୍ତି ହନିମୁନ୍ ରାତିର ସାଥୀଙ୍କ ନାମ । ଅର୍ଚ୍ଚନା ଗର୍ଜୁଥିବା ବେଳେ ନୀରବ ରହିଥିଲେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ।

ଦୁଇଟି ମାମଲାରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ବିଚାରପତିଙ୍କ ଆଗରେ ଅର୍ଚ୍ଚନା ତାଙ୍କର ସମିସନ୍ ରଖିଥିଲେ । ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ କୌଣସି ତଦନ୍ତ ଏଜେନ୍ସି ଗିରଫ କରିନଥିବାରୁ ଅର୍ଚ୍ଚନା ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି । ଗଣମାଧ୍ୟମଠାରୁ ଦୂରେଇ ରଖାଯାଉଥିବା ଅର୍ଚ୍ଚନା ନାଗ ଏବେ ଟ୍ରେଲର ଦେଖାଇଛନ୍ତି । ଆଗକୁ ଆସିବ ପୂରା ଫିଲ୍ମ । କୁଇନଙ୍କ ସହ ସମ୍ପୃକ୍ତି ଥିବା ନେତା, ଅଫିସର ଓ ବ୍ୟବସାୟୀଙ୍କ ଭିତରେ ଛନକା ପଶିଗଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ