Masthead

ବିଜେଡି-କଂଗ୍ରେସର ନାମାଙ୍କନ ତାରିଖ ଘୋଷଣା, ଏଯାଏଁ ପ୍ରାର୍ଥୀ ଘୋଷଣା କରିପାରୁନି ବିଜେପି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସରଗରମ ହେଉଛି ଝାରସୁଗୁଡ଼ା ଫାଇଟ । ବିଜେଡି-କଂଗ୍ରେସ-କଳିଙ୍ଗ ସେନାଙ୍କ ପ୍ରାର୍ଥୀ ମଇଦାନରେ ପ୍ରସ୍ତୁତ । ନାମାଙ୍କନରେ ହେବ ଶକ୍ତି ପ୍ରଦର୍ଶନ । ୧୮ରେ ବିଜେଡିରୁ ନାମାଙ୍କନ ଦାଖଲ କରିବେ ଦୀପାଲି ଦାସ । ବିଜେଡି ଉପସଭାପତି ଦେବୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସେପଟେ ୧୫ରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଦାଖଲ କରିବେ ।

ତେବେ ବହୁତ ପଛରେ ପଡ଼ିଯାଇଛି ବିଜେପି । ଦଳ କାହାକୁ ଟିକେଟ ଦେବ ଏନେଇ ଘୋଷଣା ହୋଇପାରିନାହିଁ । ନାମାଙ୍କନ ଦାଖଲରେ ଶେଷ ତାରିଖ ଏପ୍ରିଲ ୨୦ ରହିଥିବା ବେଳେ ଏପ୍ରିଲ ୨୧ରେ ଯାଂଚ କରାଯିବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ୨୪ ଏପ୍ରିଲ । ମେ ୧୦ରେ ଝାରସୁଗୁଡ଼ାରେ ହେବ ଉପନିର୍ବାଚନ । ୧୩ରେ ବାହାରିବ ଫଳାଫଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !