Masthead

କେଜରିୱାଲଙ୍କୁ ସିବିଆଇ ସମନ

ଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ସମନ କରିଛି । ଏପ୍ରିଲ ୧୬ରେ ହାଜର ହେବା ପାଇଁ ସିବିଆଇ ସମନ କରିଥିବା ଜଣାପଡିଛି । ପୁର୍ବରୁ ମଦନୀତି ଅନିୟମିତତାରେ ସଂସ୍ଳିଷ୍ଟ ଥିବା ଅଭିଯୋଗରେ ମନୀଶ ସିଶସୋଦିଆଙ୍କୁ ଗିରଫ କରିଛି ସିବିଆଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍