Masthead

ଦୁବାଇ ଯିବେ ମାଲକାନଗିରିର ବଣ୍ଡା ଛାତ୍ରୀ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଦୁବାଇ ଯିବେ ମାଲକାନଗିରି ଜିଲ୍ଲାର ବଣ୍ଡା ଛାତ୍ରୀ। ମାଲକାନଗିରିରେ ଆଇଟିଆଇ ଟ୍ରେନିଂ ନେଉଥିବା ବଣ୍ଡା ଜନଜାତିର ଛାତ୍ରୀ ବୁଦ୍ରୀ କିର୍ଷାନି ଦୁବାଇ ଯିବେ । ସ୍କିଲ ଇଣ୍ଡିଆ ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରୁ ଦୁବାଇ ଯିବେ କୃତ୍ତି ଛାତ୍ରଛାତ୍ରୀ। ଦେଶ ଦେଶ ମଧ୍ୟରେ ଜ୍ଞାନ କୌଶଳର ଆଦାନ ପ୍ରଦାନ ପାଇଁ ଓଡ଼ିଶାର ୫ଜଣ ଛାତ୍ରଛାତ୍ରୀ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଦାନ୍ତିପଡ଼ା ଗ୍ରାମରେ ବଣ୍ଡା ଯୁବତୀ ବୁଦ୍ରୀ କିର୍ଷାନି । ଇପିକଲ ପକ୍ଷରୁ ଦୁବାଇରେ କରାଯାଉଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି ବାପା-ମାଆ ଛେଉଣ୍ଡ ବଣ୍ଡା ଜନଜାତିର ବୁଦ୍ରୀ କିର୍ଷାନି । ମାଲକାନଗିରି ଜିଲ୍ଲା ଆଇଟିଆଇରେ ପାଠ ପଢ଼ାରେ ସଫଳ ହେବାପରେ ବୁଦ୍ରୀଙ୍କ ନାମ ଡାଇରେକ୍ଟର ଅଫ ଟେକ୍ନିକାଲ ଏଜୁକେସନ ନିର୍ଦ୍ଦେଶକଙ୍କୁ ସୁପାରିଶ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼