Masthead

ମୋବାଇଲ ମାରୁଛି ପିଲାଙ୍କ ଜ୍ଞାନକୋଷ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମୋବାଇଲ ମାରୁଛି ପିଲାଙ୍କ ଜ୍ଞାନକୋଷ । ମୋବାଇଲ ପାଇଁ କମୁଛି ପିଲାଙ୍କ ସ୍ମରଣଶକ୍ତି । ଆଳସ୍ୟ ବଢିବା ସହିତ ମୋବାଇଲ ଦେଖିବା ପାଇଁ ପିଲାଙ୍କ ରୁଚି ବଢୁଛି ।ତେଣୁ ପିଲାଙ୍କୁ ମୋବାଇଲ ଠାରୁ ଦୁରେଇ ରଖିବା ଉଚିତ । ଏଥିରେ ମାଆମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହ ଅବସରରେ ବିଦ୍ୟାଭାରତୀ ଟ୍ରଷ୍ଟ ପୂର୍ବକ୍ଷେତ୍ର କାର୍ଯ୍ୟକାରିଣୀ ସଦସ୍ୟ ବିନାୟକ ଦାସ କହିଛନ୍ତି । କରୋନା ସମୟରେ ଅନଲାଇନ କ୍ଲାସ ପାଇଁ ପିଲାମାନେ ମୋବାଇଲ ବ୍ୟବହାର କରୁଥିଲେ । କିନ୍ତୁ ସ୍ୱାଭାବିକ ହେବା ପରେ ଏବେ ଆସାଇନମେଣ୍ଟବି ମୋବାଇଲରେ ଆସୁଛି ।

ଯେଉଁଥିପାଇଁ ପିଲାମାନେ ମୋବାଇଲରେ ସମୟ ବିତାଇବା ପାଇଁ ସୁଯୋଗ ପାଉଛନ୍ତି । ପାଠ ପଢା ନାଁରେ ମୋବାଇଲ ଅପବ୍ୟବହାର କରୁଛନ୍ତି । ସେପଟେ ଶିକ୍ଷାବିତ ଜଲିଲ ଖାନ କହିଛନ୍ତି ପିଲାମାନେ ମୋବାଇଲ ପାଇଁ ଏତେ ଆଡିକଟେଡ ହେଲେଣି ଯେ ୟୁଟୁ୍ୟବରେ ଯେତେ ସବୁ ଆର୍କଷଣୀୟ ପୋଗ୍ରାମ ଦେଖିବା ପାଇଁ ରୁଚି ରଖୁଛନ୍ତି । ଯାହାଦ୍ୱରା ପିଲାମାନଙ୍କ ପାଠପଢା ପ୍ରତି ରୁଚି କମୁଛି । ଆପୋଲ ସିଇଓ ମଧ୍ୟ କହିଛନ୍ତି ମୋବାଇଲ ଦେଖିବା ଦ୍ୱାରା ପିଲାଙ୍କ ଦୃଷ୍ଟିଶକ୍ତି କମିବା ସହିତ ବ୍ରେନ ପାୱାର ବି କମୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ