Masthead

ଖାଇଲେ ଗୁପଚୁପ, ପିଇଲେ ମହୋବତ କି ସରବତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ବଙ୍ଗାଳୀ ବଜାରରେ ବ୍ଲୁ ଟି-ସାର୍ଟରେ ନଜର ଆସିଲେ ରାହୁଲ । ଖାଇଲେ ଗୁପଚୁପ ପିଇଲେ ମହୋବତ କି ସରବତ । ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ବଙ୍ଗାଳୀ ବଜାର ଏବଂ ଚାନ୍ଦନୀ ଚୌକ୍ ବଜାରରେ ରାହୁଲ ଗାନ୍ଧି ଗୁପଚୁପ , ଚାଟ୍ ଏବଂ ସରବତର ମଜା ନେଇଥିଲେ । ତାଙ୍କୁ ଦେଖିବା ପାଇଁ ମାର୍କେଟରେ ଲୋକମାନେ ଏକାଠି ହୋଇଯାଇଥିଲେ । ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ରାହୁଲ ଗାନ୍ଧି ବଙ୍ଗଳା ବଜାରରେ ନାଥୁ ସ୍ୱଇଟ୍ସ ଠାରେ ଗୁପଚୁପ ଖାଇଥିଲେ। ଏହା ପରେ ସେ ପୁରୁଣା ଦିଲ୍ଲୀର ଚାନ୍ଦନୀ ଚୋକ୍ ଅଞ୍ଚଳକୁ ଯାଇଥିଲେ । ଚାନ୍ଦନୀ ଚୌକ୍ ରେ ସେ ମୋହବତ୍ କା ସରବତ ନାମକ ଏକ ତରଭୁଜର ସରବତ ପିଇଥିଲେ । ଏହା ପରେ ସେମାନେ ଅଲ ଜବାହର ରେଷ୍ଟୁରାଣ୍ଟକୁ କବାବ ଖାଇବାକୁ ଯାଇଥିଲେ । ଦୀର୍ଘ ସମୟ ପରେ ରାହୁଲଙ୍କୁ ଧଳା ଟି-ସାର୍ଟ ବ୍ୟତୀତ ନୀଳ ଟି-ସାର୍ଟରେ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ