ପୃଥିବୀପୃଷ୍ଠକୁ ଖସିବ ନାସା ସାଟେଲାଇଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୃଥିବୀପୃଷ୍ଠକୁ ଖସିବ ନାସା ସାଟେଲାଇଟ । ନାସାର ଏକ ଅଚଳ ଉପଗ୍ରହ ପୃଥିବୀକୁ ଖସିବା ନେଇ ଆମେରିକା ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସତର୍କ ଜାରି କରାଯାଇଛି । ୨୭୨ କିଲୋଗ୍ରାମରରୁ ଅଧରକ ଓଜନର ଏହି ଉପଗ୍ରହଟି ଆଜି ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ । ଆଜି ରାତି ୯ଟା ୩୦ମିନିଟରେ ଖସିବ କିନ୍ତୁ କେଉଁ ସ୍ଥାନରେ ପଡିବ ତାହା ସ୍ପଷ୍ଟ ହୋଇ ନାହିଁ । ପୃଥିବୀରେ ପଡ଼ିବା ପୂର୍ବରୁ ଏହାର ଅଧିକାଂଶ ଭାଗ ଆକାଶରେ ଜଳିଯାଇଥିବ।

ରୁଭେନ୍‌ ରାମାଟି ହାଇ ଏନର୍ଜି ସୋଲାର ସ୍ପେକ୍ଟ୍ରୋସ୍କୋପିକ୍‌ ଇମେଜର ନାମକ ଏହି ସାଟେଲାଇଟ୍‌କୁ ସୋଲାର ଫ୍ଲେୟାର ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ୨୦୦୨ରେ ନାସା ମହାକାଶକୁ ପ୍ରେରଣ କରିଥିଲା। ୨୦୧୮ରେ ଏହା ଅଚଳ ହୋଇପଡ଼ିଥିଲା । ଏବଂ ନାସା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ତେବେ ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ନାସା ସାଟେଲାଇଟ୍‌ ପୃଥିବୀରେ ମାଡ଼ ହେବାକୁ ଯାଉଛି। ଏହା ପୂର୍ବରୁ ଜାନୁୟାରୀରେ ୫,୪୦୦ ପାଉଣ୍ଡ ବା ୨୪୪୯ କିଲୋଗ୍ରାମରୁ ଅଧିକ ଓଜନର ଉପଗ୍ରହ ପୃଥିବୀରେ ପଡ଼ିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ