ସାଇକେଲକୁ ସାଥୀ କରିଛନ୍ତି ଶତାୟୁ ନରହରି

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଆଜି ବିଶ୍ଵ ସାଇକେଲ ଦିବସ । ଏହାକୁ ଦୃଷ୍ଟରେ ରଖି ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବାକୁ ପ୍ରୟାସ କରୁଛନ୍ତି ଜଣେ ଶତାୟୁ । ବୟସ ଏବେ ଶହେ ପାର ହେଲାଣି କିନ୍ତୁ ସାଇକେଲ ହେଉଛି ତାଙ୍କ ସାଥୀ । ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ପରିବେଷ ପାଇଁ ସାଇକେଲ ହେଉଛି ଏକ ମାଧ୍ୟମ । ଯାହା କୁହନ୍ତି ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ଆଦିକନ୍ଦପୁର ଶାସନ ଗ୍ରାମର ଶହେ ବର୍ଷର ବୃଦ୍ଧ ନରହରି କର । ବୟସ ରଅପରାହ୍ନରେ ପହଞ୍ଚି ଥିଲେ ମଧ୍ୟ ପ୍ରତ୍ୟେକ ଦିନ ସାଇକେଲରେ ହିଁ ବାହାରି ଯାଆନ୍ତି ନିଜ ପୂଜା କାର୍ଯ୍ୟ କରିବାକୁ । ଯେତେବେଳେ ନରହରିଙ୍କୁ ଦଶ ବର୍ଷ ହୋଇଥିଲା ସେ ସେହି ବୟସରୁ ଆଜି ପର୍ଯ୍ୟନ୍ତ ସାଇକେଲ ହିଁ ତାଙ୍କର ସାହା ଭରସା ।

ସେହିପରି ଅସ୍ତରଙ୍ଗ ପଞ୍ଚାୟତର ମନମୋହନ ପରିଡା ନିଜ ସାଇକେଲ ପ୍ରତି ଏତେ ରୁଚି ନିଜେ ସାଇକେଲକୁ ନିଜ ଡିଯାଇନି କରନ୍ତି । ସାଇକେଲ ପାଇଁ ସେ ବିଭିନ୍ନ ଜାଗା ମଧ୍ୟ ଯାଆନ୍ତି । କିନ୍ତୁ ଆଶ୍ଚର୍ୟ୍ୟ କଥା ନରହରି କର ଶହେ ବୟସ ଶହେ ବର୍ଷରୁ ଉର୍ଦ୍ଧ ହେଲେ ମଧ୍ୟ ପ୍ରତ୍ୟେକ ଦିନ ସାଇକେଲ ଚଳାଇ ନିଜ ଗ୍ରାମ ଠାରୁ ଦୂର ଦୁରାନ୍ତ ମନ୍ଦିର ପୂଜାର୍ଚନା କରିବାକୁ ଯାଆନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ