Masthead

ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟକା, ଆବେଦନ ଖାରଜ କଲେ କୋର୍ଟ

ନୂଆଦଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟକା । ମୋଦି ସରନେମ ମନ୍ତବ୍ୟ ତାଙ୍କ ପାଇଁ ସବୁଠୁ ବଡ଼ ମହଙ୍ଗା ସାବ୍ୟସ୍ତ ହୋଇଛି । ଗୁଜୁରାଟର ସୁରଟ କୋର୍ଟ ମାନହାନୀ ମାମଲାରେ ରାହୁଲଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି । ମୋଦି ସରନେମ ମନ୍ତବ୍ୟ ପାଇଁ ରାହୁଲଙ୍କୁ ସୁରଟ କୋର୍ଟ ୨ ବର୍ଷର ଦେଣ୍ଡାଦେଶ ଶୁଣାଇଥିଲେ । ଏହା ବିରୋଧରେ ରାହୁଲ ପିଟିସନ ଦାଖଲ କରିଥିଲେ ।

କିନ୍ତୁ କୋର୍ଟ ତାଙ୍କ ପିଟସନକୁ ଖାରଜ କରି ଦେଇଛନ୍ତି । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ରାହୁଲ ଗାନ୍ଧି ସେସନ୍ସ କୋର୍ଟରେ ଅପିଲ କରିଥିଲେ । ରାହୁଲଙ୍କ ଆବେଦନଙ୍କୁ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି । ଜନପ୍ରତିନିଧି ଆଇନ ଅନୁସାରେ ରାହୁଲ ଗାନ୍ଧିଙ୍କ ସାଂସଦ ପଦକୁ ଲୋକସଭା ସଚିବାଳୟ ରଦ୍ଦ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ