Masthead

ସଲମାନଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଫିଲ୍ମ ରିଲିଜ ପୂର୍ବରୁ ପୁଣି ଭାଇଜାନଙ୍କୁ ହତ୍ୟା ଧକମ । ରାକ୍ଷୀଙ୍କ ଠାରୁ ଦୂରେଇ ରହିବା ପାଇଁ ଦିଆଯାଇଛି ଚେତାବନୀ । ବଲିଉଡ ଅଭିନେତା ସଲମାନ ଖାନ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ରିଲିଜ ନ ହେବା ପୂର୍ବରୁ ସଲମାନଙ୍କ ଆସିଛ ହତ୍ୟା ଧମକ । ରାକ୍ଷୀ ସାୱନ୍ତ ଇଟାଇମ୍ସ ସହ ହୋଇଥିବା ବାର୍ତ୍ତାଳାପରେ ନିଶ୍ଚିତ କରିଛନ୍ତି, ତାଙ୍କୁ ଏହି ଘଟଣାରୁ ଦୂରେଇ ରହିବାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଧମକ ଆସିଛି।

ରାଖୀ ସାୱନ୍ତ ପାପାରାଜି ସାମ୍ନାରେ ମେଲ ପଢିଥିଲେ। ଯେଉଁଥିରେ ଲେଖାଅଛି, ରାଖୀ ତୁମ ସହିତ ଆମର ଶତ୍ରୁତା ନାହିଁ, ହେଲେ ସଲମାନ ଖାନଙ୍କ ମାମଲାରେ ଜଡିତ ହୁଅ ନାହିଁ। ଅନ୍ୟଥା, ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହେବେ। ତୁମ ଭାଇ ସଲମାନ ଖାନଙ୍କୁ ମୁମ୍ବାଇରେ ହତ୍ୟା କରିବୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର