Masthead

ଜୁଆ ଖେଳ ପାଇଁ ନବମ ଶ୍ରେଣୀ ଛାତ୍ରକୁ ବନ୍ଧକ ରଖିଲେ ସମ୍ପର୍କୀୟ ବଡ଼ବାପା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଜୁଆ ଖେଳ ପାଇଁ ବାଜିରେ ଲାଗିଲା ପୁତୁରା । ନବମ ଶ୍ରେଣୀ ଛାତ୍ରକୁ ବନ୍ଧକ ରଖିଲେ ସମ୍ପର୍କୀୟ ବଡବାପା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନ ତୋଟାପଡା ପଞ୍ଚାୟତ ଆଙ୍କପଡା ଗ୍ରାମରେ । ଗାଁର ଲମ୍ବଦର ବେହେରା ସେହି ଗାଁର ଜିତେନ୍ଦ୍ର ଦାସଙ୍କ ପୁଅ ମାନସ ଦାସଙ୍କୁ ମୋବାଇଲ କିଣିଦେବାର ଲୋଭ ଦେଖାଇ ନେଇଥିଲେ । ଏବଂ ଜୁଆ କେଳରେ ମାନସଙ୍କୁ ବନ୍ଧକ ରଖିଥିବା ଥାନାରେ ଅଭିଯୋଗ କରିଛନ୍ତି ନିଖୋଜ ମାନସର ମାଆ ।

ମାତ୍ର ବାଂଶଡା ପୋଲିସ ମାମଲା ରୁଜୁ କରି ଆଜକୁ ୨୩ଦିନ ହେବ ହାତବାନ୍ଧି ବସିଛି । ମାନସଙ୍କ ପରିବାର ପୋଲିସକୁ ଫୋନ କରୁଥିଲେ ମଧ୍ୟ ପୋଲିସ ଫୋନ ଉଠାଉ ନଥିବା ଅଭିଯୋଗ ହୋଇଛି। ତେବେ କୈଣସି ସୂତ୍ରରୁ ଖବର ପାଇ ମାନସଙ୍କ ମାଆ ତାଙ୍କୁ ଆଣିବାକୁ ଯାଇଥିବା ବେଳେ ଲମ୍ବଦର ମାନସଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦେଇଥିବା ଅଭିଯୋଗ କରିଛନ୍ତି ମାନସଙ୍କ ମାଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼