‘ଆମ ଲଢେଇ ସରକାର କି ବିରୋଧୀଙ୍କ ସହ ନୁହେଁ’

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ମିଡନାଇଟରେ ଜନ୍ତରମନ୍ତରରେ ହାଇଡ୍ରାମା ପରେ ରେସଲରଙ୍କ ପ୍ରେସ କନଫରେନ୍ସ । ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ୱାତି ମାଲିୱାଲଙ୍କ ଉପସ୍ଥିତିରେ କରିଛନ୍ତି ପ୍ରେସ କନଫରରେନ୍ସ । ଖେଳାଳିମାନେ କହିଛନ୍ତି ଆମର ଲଢେଇ ସରକାର କି ବିରୋଧୀଙ୍କ ସହ ନୁହେଁ। ଆମ ଲଢେଇ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ। ବଜରଙ୍ଗ ପୁନିଆ କହିଛନ୍ତି, ଯଦି ଖେଳାଳିଙ୍କ ଶୁଣାଣି ହୋଇପାରିବ ନାହିଁ, ସେମାନଙ୍କୁ ନ୍ୟାୟ ମିଳିବ ନାହିଁ ତେବେ ତାଙ୍କ ମେଡାଲ ଓ ପୁରସ୍କାର ଗୁଡିକୁ ସରକାର ଫେରାଇ ନିଅନ୍ତୁ। ପୁନିଆ କହିଛନ୍ତି ଆମେ ଆମ ମେଡାଲ ସରକାରଙ୍କୁ ଫେରାଇ ଦେବୁ, ଏମିତି ମେଡାଲ ରଖି ଆମେ କରିବୁ କ’ଣ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ