Masthead

କିଛି ଦିନ ପରେ ବିଜେଡି ଛଡା ରାଜ୍ୟରେ ଆଉ କୌଣସି ଦଳ ନଥିବ: ପ୍ରଫୁଲ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ଦଳ ପୂର୍ଣ୍ଣ ଅଛି । ଆଉ କାହାକୁ ଡାକି ଦଳରେ ସାମିଲ କରିବା ଆବଶ୍ୟକତା ନାହିଁ । ନବୀନ ପଟ୍ଟନାୟକଙ୍କ ଇଛା ଶକ୍ତିକୁ ପୂରଣ କରିବା ପାଇଁ ପାଣ୍ଡିଆନ ଦିନ ରାତି କାମ କରୁଛନ୍ତି କହିଲେ ବିଜେଡି ଉପସଭାପତି ପ୍ରଫୁଲ ସାମଲ । ପ୍ରଫୁଲ କହିଛନ୍ତି, ଆଉ କିଛି ଦିନ ପରେ ବିଜେଡି ଛଡା ରାଜ୍ୟରେ ଆଉ କୌଣସି ଦଳ ନଥିବ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କଲା ଭଳି କି ପ୍ରତିବାଦ କଲା ଭଳି କେହି ଲୋକ ଦଳରେ ନାହାନ୍ତି । ଦଳର କାର୍ୟ୍ୟକ୍ରମ କରିବା, ଲୋକ ସମ୍ପର୍କ ବଢ଼େଇବା,ଯୋଜନାର କାର୍ୟ୍ୟ କାରିତା କୁ ଦେଖିବା, ଲାଗି ନବୀନ ନିବାସ ବୈଠକରେ ଆଲୋଚନା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ