Masthead

କୁନ୍ନୋ ପାର୍କରେ ଗଲା ଆଉ ଏକ ଚିତାର ଜୀବନ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ):  କୁନ୍ନୋ ପାର୍କରେ ଆଖିବୁଜିଲା ଆଉ ଏକ ଚିତା । ଲଢେଇ ଯୋଗୁ ଚିତାର ଜୀବନ ଯାଇଥିବା କୁହାଯାଉଛି । ମଧ୍ୟପ୍ରଦେଶର କୁନ୍ନୋ ନ୍ୟାସନାଲ ପାର୍କରେ ଥିବା ଆଉ ଏକ ମାଇ ଚିତା ଦକ୍ଷାର ମୃତ୍ୟୁ ଘଟିଛି । ଦୁଇଟି ଅଣ୍ଡିରା ଚିତା ସହ ଲଢେଇ ଯୋଗୁଁ ଦକ୍ଷାର ମୃତ୍ୟୁ ହୋଇଥିବା ନ୍ୟାସନାଲ ପାର୍କ ପକ୍ଷରୁ କୁହାଯାଇଛି ।

ଖୁବଶୀଘ୍ର ଅନ୍ୟ ବାଘକୁ ଖୋଲା ଜଙ୍ଗଲରେ ଛଡାଯିବ ବୋଲି ରଣନୀତି ପ୍ରସ୍ତୁତ ହେଉଛି । ପ୍ରଜନନ ପାଇଁ ଦୁଇଟି ଅଣ୍ଡିରା ଚିତା ସହ ମାଈ ଚିତା ଦକ୍ଷାକୁ ଛଡାଯାଇଥିଲା । ସେମାନଙ୍କ ମଧ୍ୟରେ ଲଢେଇ ଯୋଗୁଁ ଗୁରୁତର ହୋଇପଡିଥିଲା ଦକ୍ଷା । ଆଜି ତାର ମୃତ୍ୟୁ ହୋଇଛି । ସେପଟେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ମଧ୍ୟରୁ ୩ଟି ଚିତାର ମୃତ୍ୟୁ ହେଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା