Masthead

କର୍ଣ୍ଣାଟକ ବୁଥବାହୁଡ଼ା ମତ: ବୃହତ ଦଳ କଂଗ୍ରେସ, କାହାକୁ ନାହିଁ ମ୍ୟାଜିକ ନମ୍ବର

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭାର ୨୨୪ ଆସନ ପାଇଁ ଭୋଟ ଶେଷ ହୋଇଛି । ଆସନ୍ତା ୧୩ରେ ଜଣାପଡ଼ିବ ଫଳାଫଳ । ତେବେ ଏହା ପୂର୍ବରୁ ଆସିଲା ବିଭିନ୍ନ ସଂସ୍ଥା ପକ୍ଷରୁ କର୍ଣ୍ଣାଟକ ବୁଥବାହୁଡ଼ା ପୋଲ । କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳୁନଥିବା ଏକଜିଟ ପୋଲରେ ଆକଳନ କରାଯାଇଛି । ରାଜ୍ୟରେ ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩ । ବିଭିନ୍ନ ସଂସ୍ଥା ଯଥା- ରିପବ୍ଲିକ ଅନୁଯାୟୀ ବିଜେପି ୮୫ରୁ ୧୦୦, କଂଗ୍ରେସ ୯୪ରୁ ୧୦୮. ଜେଡିଏସ ୨୪ରୁ ୩୨ଓ ଅନ୍ୟାନ୍ୟଙ୍କୁ ୨ରୁ ୬ଆସନ ମିଳିବାକୁ ଯାଉଥିବା ବେଳେ ଜନକି ବାତ୍ ଅନୁଯାୟୀ ବିଜେପି ୯୪ରୁ ୧୧୭, କଂଗ୍ରେସ ୯୧ରୁ ୧୦୬, ଜେଡିଏସ ୧୪ରୁ ୨୪ ଓ ଅନ୍ୟାନ୍ୟ ୦ରୁ ୨ ସିଟ୍ ହାସଲ କରିପାରନ୍ତି । ସେହିପରି ପୋଲ୍ ଷ୍ଟାର୍ଟ ଅନୁଯାୟୀ ବିଜେପି ୮୮-୯୮, କଂଗ୍ରେସ ୯୯-୧୦୯, ଜେଡିଏସ ୨୧-୨୬ ଆସନ ହାସଲ କରି ପାରନ୍ତି । ପିମାରକ୍ୟୁ ଅନୁଯାୟୀ ବିଜେପି ୮୫-୧୦୦, କଂଗ୍ରେସ ୯୪-୧୦୮, ଜେଡିଏସ ୨୪-୩୨ ଓ ମାଟ୍ରିଜି ଅନୁଯାୟୀ ବିଜେପି ୭୮-୯୪, କଂଗ୍ରେସ ୧୦୩-୧୧୮, ଜେଡିଏସ ୨୫-୩୩ ଆସନ ହାସଲ କରିବାକୁ ଯାଉଥିବା ବେଳେ ସିଜିଏସ ଅନୁଯାୟୀ ବିଜେପି ୧୧୪, କଂଗ୍ରେସ ୮୬, ଜେଡିଏସ ୨୧ ଏବଂ ଅନ୍ୟାନ୍ୟ ୩ ଆସନ ହାସଲ କରିବାରେ ସମର୍ଥ ହୋଇପାରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?